ଗରୁଡ଼ ଉତ୍ଥାପନ ଦ୍ୱାଦଶୀ গরুড়ের উত্থান দ্বাদশ
ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବାରୁ ବୈଷ୍ଣବ ଧର୍ମିନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବା ଗରୁଡ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି।ମହାଭାରତରେ ବର୍ଣ୍ଣିତ ତଥ୍ଯ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ କୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ। ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ସମୟରେ ମଧ୍ଯ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।
ଶ୍ରୀମନ୍ଦିରରେ ଗରୁଡ ଉତ୍ଥାପନ ଦ୍ଵାଦଶୀ ନିମନ୍ତେ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଥାଏ। ସେବକ ଗରୁଡ଼ ମହାପ୍ରଭୁଙ୍କ ଶୋଇବା ପରଦିନ ଯୋଗନିଦ୍ରାରେ ରହିଥିଲେ। ତେଣୁ, ଦେବୋତଥାପନ ଏକାଦଶୀର ଗୋଟେ ଦିନ ପରେ ଅର୍ଥାତ ଆଜି - ଗରୁଡ ଉତଥାପନ ଦ୍ବାଦଶୀରେ ଉଠିବେ ସେବକ। ଅଜ୍ଞାମାଳ ପାଇ ଶ୍ରୀ ମଦନମୋହନ ଶରତ ରାହସ ପାଇଁ ଜଗମୋହନ ରେ ପ୍ରସ୍ତୁତ ହୋଇଥିବା ଖଟଶେଜକୁ ବିଜେ କରନ୍ତି। ସେଠାରେ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥାନ୍ତି। ତାପରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହୋଇଥାଏ। ଚୂନରା ସେବକଙ୍କ ଦ୍ୱାରା ଗରୁଡ଼ ମଇଲମ ହୋଇ ପତ୍ରୀବଡ଼ୁ ସେବକଙ୍କ ଦ୍ୱାରା ପୂଜାଠା ହୋଇ ମହାସ୍ନାନ ହୋଇଥାଏ। ପରେ ବେଶ ହୋଇ ପଞ୍ଚ ଉପଚାରରେ ଶୀତଳ ଭୋଗ ସମାପନ ପରେ ପୂଜାପଣ୍ଡାଙ୍କ ଦ୍ଵାରା ଗରୁଡ଼ଙ୍କୁ ସ୍ବତନ୍ତ୍ର ବନ୍ଦାପନା ହୋଇଥାଏ।
ଯଦିଓ ଆଜିର ଏହି ଯୁଗରେ ବିରଳପ୍ରାୟ ଏହି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ, ତଥାପି ଅନେକାଂଶରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତିୟ ପ୍ରାଣୀ ବୋଲି କୁହାଯାଇଥାଏ। ଅନେକ ଧର୍ମ ଗ୍ରନ୍ଥ ଏହାକୁ ଏକ କାଳ୍ପନିକ ଜୀବ ରୂପେ ଚିତ୍ରଣ କରିଛନ୍ତି। କିନ୍ତୁ ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣ ଏହାକୁ ଏକ ଭିନ୍ନ ଧରଣର ମନୁଷ୍ଯ ଓ ପକ୍ଷୀ ର ମିଶ୍ରଣ ପ୍ରାଣୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାର କର୍ମ ଓ ଚରିତ୍ର ହିନ୍ଦୁ ଓ ବୌଦ୍ଧଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଗରୁଡଙ୍କ ସମ୍ପର୍କରେ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ କାହାଣୀ ମାନ ରହିଛି। ଏପରିକି "ଗରୁଡ ପୁରାଣ" ନାମରେ ଏକ ସ୍ଵତନ୍ତ୍ର ପୁରାଣ ରହିଛି। ତାହା ମୁଖ୍ଯ ପୁରାଣ ମାନଙ୍କ ମଧ୍ୟରୁଅନ୍ୟତମ।
গরুড়ের উত্থান দ্বাদশ
গৌড়কে ভগবান বিষ্ণুর অজুহাত হিসাবে বৈষ্ণব মন্দির এবং মন্দিরের সামনে পূজা করা হয়।গড়ু স্তম্ভ বা গরুড় মূর্তি পূজা করা হয়। এমনকি শ্রী কেরে অনুষ্ঠিত মিছিল চলাকালীন, শ্রী জগন্নাথের নন্দীঘোষা রথের পতাকাটি eগল হিসাবে দেখা যায়।
মন্দিরে lesগল বাড়াতে বিশেষ অনুষ্ঠান অনুষ্ঠিত হয়। ভৃত্যের গরুড় প্রভুর ঘুমের পরদিন ঘুমোচ্ছিলেন। অতএব দেবোঠন একাদশীর একদিন পরে, অর্থাৎ আজ - গরুড় উত্তাপণ দ্বাদশিতে উঠবে। তাঁর অজানা, জনাব মদন মোহন শরতের মরসুমে জগমোহনে তৈরি বিছানাগুলিকে পরাস্ত করেন। সেখানে বাঁধটি দক্ষিণের বাড়িটি দখল করে আছে। তারপরে agগল উত্থাপনের নীতিমালা অনুষ্ঠিত হয়। গরুড় মাইলাম চুন বান্দা দ্বারা উপাসনা করা হয় এবং পূজা হয় দেশপ্রেমিক কর্মচারী দ্বারা। গারুডাকে সাজানোর পরে পাঁচটি চিকিত্সায় ঠান্ডা চিকিত্সা করার পরে পূজাপান্ডার দ্বারা একটি বিশেষ বন্দোপান দেওয়া হয়।
যদিও এই দিন এবং যুগে বিরল, এই পাখিগুলিকে খুব কমই agগল এবং অমর পাখি হিসাবে দেখা যায়। অনেক ধর্মগ্রন্থ এটিকে কাল্পনিক সত্তা হিসাবে বর্ণনা করে। তবে হিন্দু ধর্মগ্রন্থ ও পৌরাণিক কাহিনী এটিকে বিভিন্ন ধরণের মানুষ ও পাখির মিশ্রণ হিসাবে বর্ণনা করে। এর কাজ ও চরিত্রটি হিন্দু ও বৌদ্ধ গ্রন্থে পুরোপুরি বর্ণিত হয়েছে। গরুড় সম্পর্কে বিভিন্ন মিথকথা রয়েছে। এমনকি "গরুড় পুরাণ" নামে একটি বিশেষ কল্পকাহিনী রয়েছে। এটি অন্যতম গুরুত্বপূর্ণ রূপকথার কাহিনী।
Post a Comment