ପ୍ରାତଃସ୍ନାନ ମାନେ କଣ ?সকালের স্নান কি?
ପ୍ରାତଃସ୍ନାନ ମାନେ ସୂର୍ଯ୍ଯୋଦୟ ପୂର୍ବରୁ ସ୍ନାନଶୌଚାଦି କ୍ରିୟା ସମାପନ କରିବା। ବାଲ୍-ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ନାନାଦି ପ୍ରକାର ଶାରୀରିକ ମାନସିକ ଓ ବୌଦ୍ଧିକ ରୋଗ ଦୂର ହୋଇଥାଏ ଏବଂ ସ୍ନାନ ପରେ ସୂର୍ୟ୍ଯଙ୍କ ପାଇଁ ଶରୀରରେ ଯେଉଁ ସାତ୍ତ୍ୱିକ ଉର୍ଜ୍ଜାର ବିକାଶ ହୁଏ ତଦ୍ଦ୍ବାରା "ବ୍ରହ୍ମସ୍ନାନ" ପାଇଁ ସାମର୍ଥ୍ଯ ମିଳେ ମାତ୍ର ଶୋଇଥିବା ବ୍ଯକ୍ତିସମୂହକୁ ଏଥିରୁ ବଞ୍ଚିତ ହେବାକୁ ପଡେ କାରଣ ଏହି ସମୟରେ ମଧ୍ଯ ଆଜ୍ଞା ଚକ୍ର ସୁପ୍ତ ଥାଏ।ଯେପରି ସୂର୍ଯ୍ଯୋଦୟ ହେଲେ ପଦ୍ମ ହସିଉଠେ ସେହିପରି ସୂର୍ୟ୍ଯଙ୍କ ଆଗମନରେ ମନୁଷ୍ଯର ଆଜ୍ଞାଚକ୍ର ଫୁଟିଉଠେ ଏବଂ ସୂର୍ଯ୍ଯାସ୍ତ ପରେ ପଦ୍ମ ସଙ୍କୁଚିତ ହେଲାପରି ମନୁଷ୍ଯର ଆଜ୍ଞାଚକ୍ର ସଙ୍କୁଚିତ ହୁଏ  । ଏହି ରହସ୍ଯ ପାଇଁ ଆମର ସପ୍ତଚକ୍ରକୁ ପଦ୍ମ ସହିତ ତୁଳନା କରାଯାଇଛି। ଯାହାବିହେଉ ପୁଣି ରାତ୍ରି ସମୟରେ ଚନ୍ଦ୍ରଙ୍କ ଆଗମନରେ(ପ୍ରଭାବରେ) କଇଁ ଫୁଟିଉଠିଲା ପରି ମନୁଷ୍ଯର ମନୋମୟ କୋଷରେ ନିଦ୍ରା, ତନ୍ଦ୍ରା, ଆଳସ୍ଯ,କୁବାସନା ଆଦି ତମସା ସ୍ବତଃ ଫୁଟିଉଠେ ବା ଗ୍ରାସ କରେ କାରଣ ବିଜ୍ଞାନମୟ କୋଷ ସଙ୍କୁଚିତ ହୋଇ ମନୋମୟକୁ ପ୍ରଭାବିତ କରାଇ ତମସାଚ୍ଛାନ୍ନ କରାଏ। ତେଣୁ ରାତ୍ରିକୁ କାଳରାତ୍ରି କୁହାଯାଏ। ପ୍ରକାଶର ଅନୁପସ୍ଥିତିରେ ନାନାଦି ତାମସିକ ଶକ୍ତି ଆମର ବିଶିଷ୍ଟ ଶକ୍ତିକେନ୍ଦ୍ର (ଷଢଚକ୍ର) ମାନଙ୍କୁ ପ୍ରଭାବିତ କରାନ୍ତି ଏବଂ ରାତ୍ରି ୧୦ରୁ ୪ପର୍ଯ୍ଯନ୍ତ ଅର୍ଥାତ୍ ରାତ୍ରର ଦ୍ବିତୀୟ ଓ ତ୍ରୁତୀୟ ପ୍ରହାରରେ ବିଶେଷ ସକ୍ରିୟ ରୁହନ୍ତି। ସେଥିପାଇଁ ନିଦ୍ରା ଯିବାକୁ ଉପଦେଶ ଦିଆଯାଏ। ଯାହାବିହେଉ ଆମେ ଶିଖିଲେ ଯେ ପ୍ରାତଃସ୍ନାନ ଦ୍ବାରା ଆମେ ପ୍ରଚୁର ଲାଭବାନ୍ ହେଉ ଏହାସତ୍ତ୍ବେ ବି ସୂର୍ଯ୍ଯୋଦୟ ପରେ ସ୍ନାନ କରୁ। ଏହା ହିଁ ପରିତାପର ବିଷୟ। ହାଏରେ ବିଚିତ୍ର ସଂସାର.....!! 

ଗୁରୁଦେବଙ୍କ ପଦେ ଗଲୁ ଶରଣ


সকালের স্নান কি?


 সকালের স্নানগুলি সূর্যোদয়ের আগে স্নানের সমাপ্তি।  বাল-সুরের রক্ত ​​প্রবাহ বিভিন্ন শারীরিক এবং মানসিক অসুস্থতা দূর করে এবং স্নানের পরে দেহে যে সত্ত্বিক শক্তি বিকাশ ঘটে তা "ব্রহ্মস্নান" করার ক্ষমতা দেয় তবে এই সময় কেবলমাত্র ঘুমন্ত ব্যক্তি এ থেকে বঞ্চিত হন।  তবে, পদ্ম যখন হাসে, তেমনি মানুষের আনুগত্যও যখন সূর্য আগমন করে এবং সূর্যাস্তের পরে, পদ্ম সঙ্কুচিত হওয়ার সাথে সাথে মানুষের আনুগত্য সঙ্কুচিত হয়।  এই রহস্যের জন্য, আমাদের সপ্তম চক্রটি পদ্মের সাথে তুলনা করা হয়।  তবে মানুষের মনে ঘুম, তন্দ্রা, অলসতা, বমি বমি ভাব ইত্যাদি যেমন রাত্রে চাঁদের আগমন (প্রভাব) এ বিস্ফোরিত শুকনো স্বয়ংক্রিয়ভাবে বিস্ফোরিত হয় বা গিলে যায় কারণ বৈজ্ঞানিক কোষগুলি সঙ্কুচিত হয়ে মনের উপর প্রভাব ফেলে।  তাই রাতকে রাত বলা হয় called  প্রকাশের অভাবে, বিভিন্ন তামাসিক শক্তিগুলি আমাদের বিশিষ্ট শক্তি কেন্দ্রগুলিতে (সৌচক্র) প্রভাবিত করে এবং রাতের দ্বিতীয় এবং তৃতীয় ধর্মঘটে 10 থেকে 9 টা অবধি বিশেষভাবে সক্রিয় থাকে।  এ কারণেই এটি ঘুমাতে যাওয়ার পরামর্শ দেওয়া হচ্ছে।  যাইহোক, কমপক্ষে আমরা প্রথমে নিজের ব্যাখ্যা না দিয়ে নিচে যাইনি।  এটা খুবই দুঃখের.  হাই সেখানে বিচিত্র বিশ্ব ..... !!


 গুরুদেবের পায়ে আশ্রয় নিয়েছি

Post a Comment

Previous Post Next Post