ରଜୋଗୁଣୀ କର୍ମୀ, ସତ୍ତ୍ବଗୁଣୀ କର୍ମୀ 
            রাজোগুনি কর্মীরা, সাত্ত্বগুনি কর্মীরা
                    ##############
ଦୁଇଜଣ ସହକର୍ମୀଙ୍କ ବାର୍ତ୍ତାଳାପ ଚାଲିଛି। ରଜୋଗୁଣୀ କର୍ମୀ, ସତ୍ତ୍ବଗୁଣୀ କର୍ମୀକୁ ପଚାରୁଛନ୍ତି, ଆଛା ଭାଇ ମୁଁ ଦୈନିକ ଦେଖୁଛି ଯେ ତୁମେ କାର୍ଯ୍ଯାଳୟ ଆସିଲା କ୍ଷଣି ଆଗ ଅଫିସ ଓାର୍କ କରୁଛ, ତା କିଛି ସମୟ ପରେ attendance ପକାଉଛ। କିନ୍ତୁ  registerରେ ନାଁଟା କାହିଁକି ଆଗ entry କରୁନାହଁ, ଟିକେ କହିବ କି? ସତ୍ତ୍ବଗୁଣୀ - ଆରେ ଭାଇ ମୁଁ ପରା ଆଗୁଆ present ପକାଇ ଦେଇ ଆସୁଛି ମାତ୍ର କାର୍ଯ୍ଯାଳୟର ନିୟମ ରକ୍ଷା ପାଇଁ ପୁଣି ଏଠି ଆଉଥରେ ନାମ entry କରିବାକୁ ପଡୁଛି !! ରଜୋଗୁଣୀ - ବୁଝି ପାରିଲି ନାହିଁ ଭାଇ! ସତ୍ତ୍ବଗୁଣୀ - ଆରେ ବନ୍ଧୁ attendance ମାନେ ଆମେ ବୁଝୁ କି ପରମପିତାଙ୍କ ଦରବାରରେ ହାଜିର୍ ହେବା । ଏଇଟା ପୁଣି କିପରି ଜାଣ। ଦୈନିକ ପ୍ରାତଃ ମୂହୂର୍ତ୍ତରୁ ଶଯ୍ୟା ତ୍ଯାଗ ସମୟରେ ଆମେ ଆମର ପ୍ରିୟ ପରମଙ୍କୁ କ୍ରୁତଜ୍ଞତା ଜଣାଇବା। କାରଣ କଣ ଜାଣ? କାଳ ହେଉଛି ତାଙ୍କର ଗୁପ୍ତଚର ଓ ଦୂତ। ସେ ପ୍ରତ୍ଯେକ ଜୀବର କର୍ମର ହିସାବ କିତାବ ରଖନ୍ତି। ତେଣୁ ତାଙ୍କର ଏପରି ଅଗ୍ରଦୂତଙ୍କ ଜାଣତରେ ଓ ତାଙ୍କର ପ୍ରଥମ ସେବକ (ଆମମାନଙ୍କ ଆଦ୍ଯ ଗୁରୁ) ସୂର୍ଯ୍ଯଙ୍କ ଆଗମନ ପୂର୍ବରୁ ଆମେ ଶଯ୍ୟା ତ୍ଯାଗ ତ କରିବା ତତସହିତ ନିଦ୍ରାରୁ ଉଠିବା କ୍ଷଣି ହିଁ ଆମେ ଆମର ପ୍ରାଣର ଠାକୁରଙ୍କୁ କ୍ରୁତଜ୍ଞତା ପୂର୍ବକ ବିନତୀ କରି ଜଣାଇବା କି, "ହେ ଜୀବଜଗତ ଜୀବନ କାରଣ କରୁଣାମୟ ହେ ହରି ! ତୁମ ଦୟାରେ ପୁନର୍ବାର ଜନମ ପାଇଲି (ଏହାର ଠିକ୍ ପୂର୍ବରୁ ମରିଥିଲି ବା ସଂଜ୍ଞା ହୀନ ଥିଲି) , ତେଣୁ ଏତିକିରେ ମୁଁ ସବୁକିଛି ପାଇଗଲି । ଆଜି ଏ ପ୍ରଭାତେ କର୍ମର ଆରମ୍ଭ ପୂର୍ବରୁ ତୁମ୍ଭର ପ୍ରିୟ ଲାଗି ମୁଁ ମୋର ମନବୁଦ୍ଧି ଆଦି ଶରୀରର ସର୍ବସ୍ବକୁ ଆପଣଙ୍କ ଚରଣ କମଳରେ ସମର୍ପଣ କରୁଛି। ଏହା ଯେହେତୁ ତୁମ୍ଭର ଦାନ ଓ ଏହା ବ୍ଯତୀତ ମୋ ପାଖରେ ଆଉ ଶ୍ରଷ୍ଠ ବସ୍ତୁ କିଛି ନାହିଁ ତେଣୁ ଏହା ହିଁ ତୁମ୍ଭ ନିକଟରେ ଭୋଗ ଲଗାଉଛି ,ଯଦି ଏଥିରେ କୌଣସି ଭୁଲ ବା ତ୍ରୁଟି ଥାଏ କ୍ଷମା କରନ୍ତୁ ,ମାର୍ଗ ଦର୍ଶନ କରାନ୍ତୁ ଏବଂ ସତକର୍ମ ସଦଜ୍ଞାନ ନିର୍ମଳଭକ୍ତି ପାଇଁ ଶକ୍ତି ପ୍ରଦାନ କରନ୍ତୁ ।ସ୍ମ୍ରୁତି, ଭକ୍ତି, ଶକ୍ତି, ସଦାଚାର ଓ ସ୍ବୟଂ ତୁମେ ଜନ୍ନଜନ୍ମାନ୍ତର ପାଇଁ ମୋ ଠାରେ ଅଖଣ୍ଡିତ ରହି , ଦୈନନ୍ଦିନର ଯାହା କର୍ତ୍ତବ୍ଯ କର୍ମ ବା ଦାୟିତ୍ୱ ଅଛି ସେସବୁକୁ ଠିକ୍ ଠିକ୍ ସମ୍ପାଦନ କରିବା ପାଇଁ ଦୟାକରି ଉତ୍ସାହ, ଉଦ୍ଦିପନା, ସାମର୍ଥ୍ଯ ଯୋଗାନ୍ତୁ ... !! ଏତିକି ଜଣାଇ ପ୍ରୁଥିବୀ ଉପରେ ପାଦ ସ୍ପର୍ଶ ପୂର୍ବରୁ କର ସ୍ପର୍ଶ କରି ଓ ପାଦ ସ୍ପର୍ଶ ଜନିତ ଅପରାଧର କ୍ଷମା ପ୍ରାର୍ଥନା କରି ଆମେ ଆମର ହାଜିର୍ ପକାଉ। ଅର୍ଥାତ୍ ଏହି ହେଉଛି ଆମର  attendance ! ତେଣୁ  ଆମେ ଯେହେତୁ ପରମପିତାଙ୍କ ଦରବାରରେ ହାଜିର୍ ପକାଇଲୁ ତେଣୁ ଏହାକୁ ମୁଖ୍ଯ ଓ ଶ୍ରେଷ୍ଠ ଭାବି ପ୍ରଥମେ କର୍ମକୁ ପ୍ରାଧାନ୍ଯ ଦେଉ। ଏପରି ଉତ୍ତର ଶୁଣି ରଜୋଗୁଣୀ କର୍ମୀ ଜଣକ ତମ-ଆବେଶ ହୋଇ ଠୋ ଠୋ କରି ହସି ଉଠିଲେ, ଆଉ ମଜାକ୍ କରି କହିଲେ, "ଶଳା ଏଠି ହାଜିରା ନପକାଇଲେ କା ବୋପା ଆସି ଦରମା ଗଣ୍ଡାକ ଦେବ କି..... !!" ତାତ୍ପର୍ୟ୍ଯ ଏପରି ପବିତ୍ର କର୍ମରେ ରଜୋଗୁଣି ବ୍ଯକ୍ତି ଦ୍ବନ୍ଦ ଆଣିଲା ବେଳେ ଏକ ତମୋଗୁଣୀ ବ୍ଯକ୍ତି ଈର୍ଷାନ୍ବିତ ହୁଏ। ହାଏରେ ବିଚିତ୍ର ସଂସାର......  !! 

ଗୁରୁଦେବଙ୍କ ପଦେ ଗଲୁ ଶରଣ


।  রাজোগুনি কর্মীরা, সাত্ত্বগুনি কর্মীরা

 ##################


 দুই সহকর্মীর মধ্যে কথোপকথন চলছে।  রাজোগুনি কর্মীরা, সত্ত্বগুনি কর্মীরা জিজ্ঞাসা করছেন, "ভাই, আমি প্রতিদিন দেখি যে আপনি অফিসে আসার সাথে সাথে আপনি অফিসের সামনে কাজ করছেন, এবং আপনি কিছুক্ষণ পরে উপস্থিতি পেয়ে যাচ্ছেন।"  তবে কেন প্রথমে রেজিস্ট্রি প্রবেশ করবেন না, আপনি আমাকে কিছুটা বলতে পারেন?  সত্ত্বগুনি - আরে ভাই আমি প্রেজেন্ট দিচ্ছি কিন্তু অফিসের নিয়ম রাখতে আমাকে আবার নাম লিখতে হবে !!  রাজোগুনি - বুঝলাম না ভাই!  সত্ত্বগুনি - আরে বন্ধুরা উপস্থিতি আমরা বুঝতে পারি বাবার আদালতে হাজির হওয়া উচিত কিনা।  আবার কীভাবে জানবে?  আমরা প্রতিদিন সকালে বিছানা থেকে নামার সময় আমরা প্রিয়জনদের প্রতি কৃতজ্ঞতা জানাতে চাই।  তুমি কি জানো কেন?  সময় তাঁর গুপ্তচর এবং মেসেঞ্জার।  তিনি প্রতিটি জীবন্ত জিনিসের ক্রিয়া রেকর্ড রাখেন।  সুতরাং তাঁর ও তাঁর প্রথম কর্মচারী (আমাদের প্রথম শিক্ষক) এর মতো একজন দেবদূত আমরা সূর্য আগমনের আগে বিছানা থেকে উঠব, জাগার সাথে সাথেই আমরা আমাদের আত্মার ঠাকুরকে অনুরোধ করব, "হে বেঁচে জীবন!  আমি জন্মগ্রহণ করেছি (তার ঠিক আগে মারা গিয়েছিলাম বা অজ্ঞান হয়ে পড়েছিলাম), তাই আমি সবকিছু পেয়েছি।  ভাল জিনিস কিছুই নয়, সুতরাং এটিই আপনি ভুগছেন, যদি এর মধ্যে কোনও ভুল বা ভুল থাকে তবে আমাকে ক্ষমা করুন, আমাকে গাইড করুন এবং খাঁটি ভক্তি, ভাল কাজের জ্ঞানের জন্য আমাকে শক্তি দিন।  , দয়া করে দৈনন্দিন জীবনের সমস্ত দায়িত্ব বা দায়িত্ব যথাযথভাবে সম্পাদন করতে উত্সাহ, উত্তেজনা, ক্ষমতায়ন সরবরাহ করুন ... !!  অসুবিধার জন্য আমরা ক্ষমাপ্রার্থী।  যার অর্থ এটি বছরের সবচেয়ে বিভ্রান্তিমূলক সময় হতে চলেছে।  সুতরাং, যেহেতু আমরা পিতার দরবারে হাজির হয়েছি, তাই আমাদের অবশ্যই workশ্বরের কাজকে প্রথমে বিবেচনা করতে হবে।  এমন উত্তর শুনে রাজোগুনি কর্মী হেসে হেসে বললেন, "শালা যদি এখানে না দেখায়, তখন কি বোপা এসে বেতন দেবে ..... !!"  একইভাবে, কোনও ব্যক্তি যখন এইরকম পবিত্র কাজ সম্পর্কে বিভ্রান্ত হয় তখন হিংসুক ব্যক্তি alousর্ষা হয়।  হাই সেখানে বিচিত্র বিশ্ব ...... !!


 গুরুদেবের পায়ে আশ্রয় নিয়েছি

Post a Comment

Previous Post Next Post