🕉️ ଗୌମାତା 🕉️🕉️ গৌমতা 🕉️



 ମହାଭାରତରେ କୁହାଯାଇଛି ଯେ-ପ୍ରାତଃ ଜାଗରଣପରେ ଗୋମାତାର ଦର୍ଶନ ଅକାଳମୃତ୍ୟୁକୁ ହରଣ କରେ ।

 👉 ଗୋମାତାଙ୍କର ଦର୍ଶନରେ ଏହି ମନ୍ତ୍ର ପାଠ କରନ୍ତୁ- 👇

 ସର୍ବଦେବମୟେ ଦେବି ସର୍ବଦେବୈରଳଂକୃତେ ।
 ମାତର୍ମମାଭିଳଷିତଂ ସଫଳଂ କୁରୁ ନନ୍ଦିନି।।

 
 ✡️ବୈଦିକ ସାହିତ୍ୟାନୁସାରେ ଯେଉଁ ଦେବତାଙ୍କର ପୂଜା ଆମେ ଦେବ ମନ୍ଦିରରେ ବା ତୀର୍ଥରେ କରୁ ସେ ସମସ୍ତ ଦେବତା ସମୂହ ରୂପେ ଗୋମାତାରେ ବିରାଜମାନ ଅଛନ୍ତି । ଏଥିପାଇଁ ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ଵାସ ର ସହିତ କୌଣସି କାର୍ଯ୍ୟର ସିଦ୍ଧି ପାଇଁ ନିତ୍ୟ ଗୋ-ମାତାଙ୍କର ସେବା କରିବା ଉଚିତ ।

 👉 ମହାଭାରତରେ କୁହାଯାଇଛି 👇

 ଯତ୍ ପୁଣ୍ୟଂ  ସର୍ବ ଯଜ୍ଞେଷୁ ଦୀକ୍ଷୟା ଚ ଲଭେନ୍ନରଃ ।
 ତତ୍  ପୁଣ୍ୟଂ ଲଭତେ ସଦ୍ୟୋ ଗୋଭ୍ୟୋ ଦତ୍ଵା ତୃଣାନି ଚ ॥

 👉 ଅର୍ଥାତ:
 ସମସ୍ତ ଯଜ୍ଞରେ ଯେଉଁ ପୁଣ୍ୟ ଅଛି , ସମସ୍ତ  ତୀର୍ଥରେ ବୁଡପକାଇବାରେ ଯେଉଁ ଫଳ ମିଳିଥାଏ  ସେହି ଫଳ ଗୋ-ମାତାଙ୍କୁ ଚାରା (ଖାଇବାକୁ) ଦେବାରେ ହିଁ ପ୍ରାପ୍ତ ହୋଇଯାଏ।

 ✡️ବିଷ୍ଣୁଧର୍ମୋତ୍ତର ପୁରାଣାନୁସାରେ କୌଣସି ବି ଅନିଷ୍ଟ ନିବାରଣ ପାଇଁ ଗୋ-ମାତାଙ୍କର ବିଧିବତ ପୂଜା କରି ଗୋ-ସେବା କରିଲେ ତାହା ଦୂର ହୁଏ । ତେଣୁ ପ୍ରତେକ ଦିନ ଜଳ,ତୃଣ, ଆହାର ଗୋ-ମାତାଙ୍କୁ ଦିଅନ୍ତୁ । ନିଜର ଗାଈ ନଥିଲେ ବି ବୁଲା ଗୋରୁ ଖୋଜିକରି ଅବଶ୍ୟ ଖାଇବାକୁ ଦିଅନ୍ତୁ ଓ ଖାଇବାକୁ ଦେବାପରେ ତାକୁ ଟିକେ ଆଉଁସି ସ୍ନେହ - ସେବା ଦିଅନ୍ତୁ  ।

 ✡️ଗାଈକୁ ପ୍ରତ୍ୟହ ଭୋଜନ ଦେଲେ ତହା ନବଗ୍ରହର ଶାନ୍ତି ବିଧାନ କରିଥାଏ । ପରିବାରର ଭୋଜନ ପାଇଁ ହେଉଥିବା ପ୍ରଥମ ରୁଟିଟି ଗୋ-ମାତାଙ୍କୁ ଖାଇବାକୁ ଦେଲେ ପରିବାରର ସମସ୍ତ ଅସୁବିଧା ଦୂର ହୋଇଯାଏ, ଶେଷ ରୁଟିଟି କୁକୁରର ।

 ✡️ଯେଉଁ ବ୍ୟକ୍ତି ନିଜେ ଖାଇବା ଆଗରୁ ଆଗେ ଗୋ-ମାତା ଙ୍କୁ ଭୋଜନ ସମର୍ପିତ କରେ ସେ ନିଶ୍ଚେ ଶ୍ରୀ, ବିଜୟ ଏବଂ ଐଶ୍ଵର୍ୟ୍ୟ କୁ ପ୍ରାପ୍ତ କରନ୍ତି  ।

 👉 ଯେବେ ଗୋ-ମାତାଙ୍କୁ ରୁଟି ଖାଇବାକୁ ଦେବେ ତେବେ ଏହି ନିମ୍ନ ମନ୍ତ୍ର ଟି ପାଠ କରିବା ବିଧେୟ 👇

 ତ୍ଵଂମାତା ସର୍ବଦେବାନାଂ ତ୍ଵଂ ଚ ଯଜ୍ଞସ୍ୟ କାରଣମ୍ ।
 ତ୍ଵଂ ତୀର୍ଥ ସର୍ବତୀର୍ଥାନାଂ ନମସ୍ତେଽସ୍ତୁ  ସଦାନଘେ ।।

 ✡️ନବଗ୍ରହ ପୀଡାରୁ ରକ୍ଷା ପାଇବା ପାଇଁ ଅଲଗା ଅଲଗା ଦିନରେ ଅଲଗା ପ୍ରକାର ଗୋ-ଗ୍ରାସ ଦେବାର ବିଧାନ ରହିଛି ।

  ଯଥା👇

 🌷ରବିଗ୍ରହ ଶୁଭ ଫଳ ଦେବାପାଇଁ ରବିବାରରେ ରୁଟି ଉପରେ କିଛି ଗୁଡ ରଖି ନାଲିଅଂଶିଆ/କସରା ଗାଈକୁ ଖାଇବାକୁ ଦେବ ।

 🌷ଚନ୍ଦ୍ରଗ୍ରହ ଶୁଭ ଫଳ ଦେବାପାଇଁ ସୋମବାର ରୁଟି ଉପରେ ଟିକେ ଘିଅ ଲଗାଇ  ଧଳା ଗାଈକୁ  ଖାଇବାକୁ ଦେବ ।

 🌷ମଙ୍ଗଳଗ୍ରହ ଶୁଭ ଫଳ ଦେବାପାଇଁ ମଙ୍ଗଳବାରରେ ରୁଟି ଉପରେ କିଛି ଗୁଡ ରଖି ନାଲିଅଂଶିଆ-କସରା ଗାଈକୁ ଖାଇବାକୁ ଦେବ । ଏହି ବାରରେ ଯେକୌଣସି ମିଠା ଗାଈକୁ ଖାଇବାକୁ ଦେଲେ ମଙ୍ଗଳ ଗ୍ରହଙ୍କର  ପ୍ରସନ୍ନତା ପ୍ରାପ୍ତି ହୁଏ ।

 🌷ବୁଧଗ୍ରହ ଶୁଭ ଫଳ ଦେବାପାଇଁ ବୁଧବାରରେ ଗାଈକୁ କଅଁଳିଆ ଘାସ ନିଶ୍ଚୟ ଦେବ ନଚେତ  ରୁଟିରେ ମୁଗରଖି ଖାଇବାକୁ ଦେବ ।

 🌷ବୃହସ୍ପତି ଗ୍ରହ ଶୁଭ ଫଳ ଦେବାପାଇଁ ଗୁରୁବାରରେ ରୁଟିରେ ଘିଅ ଓ  ହଳଦୀ ମିଶାଇ ଧଳା ଗାଈକୁ ଖାଇବାକୁ ଦେବ ନହେଲେ ଚଣାଡାଲିରେ ଗୁଡ ମିଶାଇ  ଗାଈ କୁ ଖାଇବାକୁ ଦେବ ।

 🌷ଶୁକ୍ର ଗ୍ରହ ଶୁଭ ଫଳ ଦେବାପାଇଁ ଶୁକ୍ରବାରରେ ଦହି ଚାଉଳ ମିଶାଇ ଗାଈକୁ ଖାଇବାକୁ ଦେବ । ଏହି ଉପାୟ ଲକ୍ଷ୍ମୀ କାରକ ଅଟେ ନଚେତ ଖାଲି ଚାଉଳ ବି ଖାଇବାକୁ ଦେଇହେବ ।

 🌷ଶନି,ରାହୁ, କେତୁ  ଗ୍ରହ ଶୁଭ ଫଳ ଦେବାପାଇଁ ଶନିବାରରେ ସୋରିଷ ତେଲ ରେ ରାଶିର ଦାନା ରୁଟିଉପରେ ରଖି ଖାଇବାକୁ ଦେବ ଆଉ ମଧ୍ୟ ଶନିବାରରେ ହରଡଡାଲି ଚାଉଳରେ ଲୁଣୀ ଖେଚୁଡି କରି ଗୋ-ମାତାଙ୍କୁ ଖାଇବାକୁ ଦେଲେ ଦାରିଦ୍ରତା ଦୂର ହୋଇଥାଏ ।

 🚩ଘରେ ଗାଈ ପାଳିଲେ ବାସ୍ତୁ ଦୋଷ ନାଶ ଯାଏ । ଗୋ-ସେବାରୁ ମିଳେ ଅକ୍ଷୟ ପୂଣ୍ୟ ଓ ଦର୍ଶନ ମାତ୍ରେ ପ୍ରାପ୍ତ ହୁଏ କୋଟି ତୀର୍ଥର ଫଳ  । ଗାଈ ଏପରି ଏକ ପ୍ରାଣୀ ଯେଉଁଥିରେ ସ୍ଵୟଂ ଭଗବାନ ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ ।

 ✡️ଶାସ୍ତ୍ରରେ ଅଛି ଯେ ଗୋ-ମାତାଙ୍କ ଦେହରେ ସୁରଭି ନାମକ ଲକ୍ଷ୍ମୀ ବାସ କରନ୍ତି, ସୁରଭିର ଅର୍ଥ ବହୁତ ସୁନ୍ଦର ଆଭା ପ୍ରଦାନ କରୁଥିବା ଦେବୀ ।

 🚩ଗାଈଠାରୁ ପ୍ରାପ୍ତ ସମସ୍ତ ପଦାର୍ଥ ମଣିଷର ଜୀବନ ଉପଯୋଗୀ ତେଣୁ ଏହି ଉପକାରୀ ଗୃହପାଳିତ ପଶୁଧନ ଟିକୁ ଶ୍ରଦ୍ଧାରେ କୁହାଯାଏ ଗୋମାତା ।

 🚩ଗାଈ ମସ୍ତକରୁ ଗଳିତ କଠିଣ ସ୍ଵେଦକଣିକା ଗୋରଚନା ରେ ରୂପାନ୍ତରିତ ହୁଏ ଆଉ କେତେକ ଏହାକୁ ଗୋପିତ ବୋଲି ମଧ୍ୟ କୁହନ୍ତି । ଏହା ମାଲା ଗାଈ ଠାରୁ ଖୁବ ଅଳ୍ପ ପରିମାଣର ପ୍ରାପ୍ତ ହୁଏ । ମସ୍ତିଷ୍କର ଏକ ବିଶେଷ  ଭାଗରୁ ଏହା ମିଳେ ଏହା ହଳଦିନାଲି ରଙ୍ଗ ପ୍ରାୟ ପିତ-ସିନ୍ଦୁର ଭଳି ରଙ୍ଗର  ଚିକିଟା ତୀବ୍ରଗନ୍ଧ ଓ ଶୁଖିଗଲେ ଟାଣ ହୋଇଯାଏ।
 
 ଏହାର ଅନ୍ୟନାମ – ଗୋପିତ, ଶିବା, ମଙ୍ଗଳା , ମେଧ୍ୟା, ଭୂତନିବାରିଣୀ ଇତ୍ୟାଦି।

  ଆୟୁର୍ବେଦ ଏବଂ  ତନ୍ତ୍ରରେ ଏହାର ବହୁଳ ପ୍ରୟୋଗ କରାହୁଏ । ଗୋଚିନା ର ତିଳକ ବଶୀକରଣ କରାଇଥାଏ ।
 ଏହା ଦେବପୁଜନର ଅଷ୍ଟ ଗନ୍ଧ ରେ ପ୍ରୟୋଗ ହୁଏ । ରବିପୁଷ୍ୟା ଯୋଗରେ ଏହାର ପ୍ରୟୋଗ କରାଯିବା ଉଚିତ ।

 🚩ଗାଈସହ ସମ୍ବନ୍ଧିତ କେତେକ ଶୁଭ ଶଂକୁନ -👇

 🌷ଗୃହର ଦ୍ୱାର ଦେଶରେ ଗାଈ ହମ୍ବାଳିଲେ କିମ୍ବା କବାଟକୁ ଚାଟିଲେ ଅତ୍ୟନ୍ତ ଶୂଭ ।

 🌷ଯାତ୍ରା ସମୟରେ ଗାଈର ଦର୍ଶନ ଅତ୍ୟନ୍ତ ଶୁଭକାରକ । ଗାଈ ସହ ବାଛୁରୀ ଦର୍ଶନ ଆହୁରି ଶୁଭ ।

 🌷ଯେବେ ଯାତ୍ରା ସମୟରେ ଗାଇ ମୁଣ୍ଡ ଟେକି ଚାହେଁ ତାହେଲେ ଯାତ୍ରା  ନିଶ୍ଚୟ ସଫଳ ହୁଏ ।

 🌷ଗୃହ ଅଗଣାରେ ପକା ଯାଇଥିବା  ଝୋଟି-ଚିତା ଉପରେ ଗାଈ ଯେବେ ଚଢିଯାଏ ତେବେ  ତାହା ଅତ୍ୟନ୍ତ ଶୁଭ ।

 🌷ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଗାଈର ଖୁରାରେ ସମସ୍ତ ତୀର୍ଥ ବାସ କରନ୍ତି।

 🌷ଗୋମାତା ଙ୍କ ପାଦରେ ଲାଗିଥିବା ମାଟି କୁ ଯେଉଁ ବ୍ୟକ୍ତି ପ୍ରତ୍ୟହ ତିଳକକରି ମଥାରେ ଲଗାଏ ତାଙ୍କୁ କୌଣସି ତୀର୍ଥ ଭ୍ରମଣ ର ଆବଶ୍ୟକ ପଡେନାହିଁ ।

 🌷ମହାଭାରତ ଆଦି ଅନେକ  ପୁରାଣ ରେ ଉଲ୍ଲେଖ ଅଛି ଯେ  ଗାଈ କୁ ଛୁଇଁବା ମାତ୍ରେ ମୁକ୍ତିର ମାର୍ଗ ପ୍ରସସ୍ଥ ହୋଇଯାଏ ।

 🌷ଗୋ-ମାତାଙ୍କର ପ୍ରାତଃ ଦର୍ଶନ ଯେ କରନ୍ତି ତାଙ୍କୁ ଅକାଳ ମୃତ୍ୟୁ ଗ୍ରାସ କରେ ନାହିଁ ଇତ୍ୟାଦି ଇତ୍ୟାଦି ।

 🚩ଗୋପୂଜନରୁ ସୌଭାଗ୍ୟ ବୃଦ୍ଧି ହୁଏ । କାର୍ତ୍ତିକ ଶୁକ୍ଲାଷ୍ଟମୀକୁ ‘ଗୋପାଷ୍ଟମୀ’ କୁହାଯାଏ । 👇
 ଏହି ଦିନ ପ୍ରାତଃ କାଳରେ ଗାଈ ମାନଙ୍କୁ  ସ୍ନାନ କରାଇ ଗନ୍ଧ-ପୁଷ୍ପହାର ଦ୍ଵାରା ସଜ୍ଜିତ କରି ପୂଜନ କରାଯାଇ ଗୋ-ଗ୍ରାସ ଦେଇ ଗୋ-ମାତାଙ୍କର  ପ୍ରଦକ୍ଷିଣ କରି କିଛି ବାଟ ତାଙ୍କ ସାଥିରେ ଚାଲିଲେ ସମସ୍ତ ପ୍ରକାର ଅଭୀଷ୍ଟ ସିଦ୍ଧି ହୋଇଥାଏ ।
 ସନ୍ଧ୍ୟାରେ ଗାଈ ଚରିକରି ଫେରିଲେ ପୁଣି ତାଙ୍କର ଅତିଥ୍ୟ, ଅଭିନନ୍ଦନ,ଅଭ୍ୟର୍ଥନା ଓ ପଞ୍ଚୋପଚାର ପୂଜା କରି ଖୁରାରେ ଲାଗିଥିବା ମାଟି କୁ ତିଳକ କରି ଲଗାଇବେ ଏହା ଫଳରେ ସମସ୍ତ ମନୋକାମନା ପୁର୍ଣ୍ଣ ହୁଏ ଆଉ ପରିବାରେ ଆନନ୍ଦ ଉଲ୍ଲାସ ଲକ୍ଷ୍ମୀ ସମୃଦ୍ଧି ନିବାସ କରନ୍ତି ।
 କେତେକ ସ୍ଥାନରେ ଦିପାବଳୀର ଦ୍ୱୀତୀୟ ଦିନ ଅର୍ଥାତ୍ କାର୍ତିକ ଶୁକ୍ଳ ୨ୟାରେ ଗୋପୂଜା କରାଯାଏ । ସେ ଦିନ ଗାଈମାନଙ୍କର ମୟୁରଚନ୍ଦ୍ରିକାଦି ଦ୍ୱାରା ଶୃଙ୍ଗାର କରାଯାଏ ।

 🚩ପ୍ରାଚୀନ ମାନ୍ୟତାନୁସାରେ କାର୍ତ୍ତିକ ଶୁକ୍ଳ ପ୍ରତିପଦା ରେ ପ୍ରଭୁ ଶ୍ରୀକୃଷ୍ଣ ନିଜର କନିଷ୍ଠାଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ । ଇନ୍ଦ୍ର  ଅପମାନ ବୋଧରେ ପ୍ରବଳ ବର୍ଷା କଲେ ଓ ଅଷ୍ଟମୀ ଦିନ ହାରିକରି ଅହଙ୍କାରୀ ଇନ୍ଦ୍ର ଶ୍ରୀକୃଷ୍ଣଙ୍କର ଶରଣ ନେଇଥିଲେ ଓ ପ୍ରଭୁ ତାଙ୍କୁ କ୍ଷମା ଦେଇଥିଲେ । ସେହି ଦିନଠାରୁ କାର୍ତ୍ତିକ ଶୁକ୍ଳଅଷ୍ଟମୀ ଦିବସଟି ଗୋପାଷ୍ଟମୀ ରୂପେ ପାଳିତ ହୋଇଆସୁଅଛି । ଅନ୍ୟ ଏକ ମାନ୍ୟତାନୁସାରେ ଏହି ଦିନ ପ୍ରଥମ କରି ଭଗବାନ ଶ୍ରୀକୃଷ୍ଣ ଗୋରୁଚରାଇବାକୁ ବନ ଗମନ କରିଥିଲେ ତଦନୁସାରେ ଏ  ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଏହି ବ୍ରତର ବିଧାନ କରାଯାଇଛି । ଏହା ଭାରତର ଅଧିକାଂଶ ରାଜ୍ୟରେ ପାଳିତ ହୁଏ । ଏ ଦିନ ବହୁ ବ୍ୟକ୍ତି ଗୋଶାଳାକୁ ଦାନ ଦକ୍ଷିଣା ଦେଇଥାଆନ୍ତି ।

 🚩ମରଣାଶୌଚ ଦୂରପାଇଁ ଗୋ-ମୂତ୍ର ଓ ଗୋବରର ଉପଯୋଗ କରାହୁଏ ।
 ଏହାର କାରଣ ଏହାକି- ଗାଈ ଗୋବରରେ ଲକ୍ଷ୍ମୀ ଏବଂ ମୂତ୍ରରେ ଗଙ୍ଗା ବାସ କରନ୍ତି ।

 🌐ସାରା ଦୁନିଆରେ ଗାଈର ମହାତ୍ମ୍ୟ ଅଛି ।
  “ଗାବୋ ବିଶ୍ୱସ୍ୟ ମାତରଃ” ।

 🚩ଗୋଘୃତରେ ହିଁ ସକଳ ଦେବାଦବୀଙ୍କୁ ଆହୁତି ଦିଆଯାଏ, ଦୀପଦାନ ହୁଏ ।
 ଗାଈ ଏକ ଗୃହ ପାଳିତ ପଶୁ । ଏହା ପ୍ରାଚୀନ ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଥିଲା । ଦିନ ଥିଲା ଏହି ଦେଶରେ ଏହାକୁ ଗୋଧନ କୁହାଯାଉଥିଲା ଯାହା କି ଗୃହସ୍ଥିର ପ୍ରଧାନ ଧନ ଥିଲା ।

 ♻️ତେଣୁ ସେତେବେଳେ ଗୋସେବା, ଗୋରକ୍ଷା, ଗୋପାଳନ, ଗୋବୃଦ୍ଧି ଉପରେ ଯୋର ଦିଆଯାଉଥିଲା । ଗୋଚାରଣ ପାଇଁ ଗୋଚରଭୂମି ର ସୁ ବନ୍ଦୋବସ୍ତ  କରାଯାଇଥିଲା ।

 🚩ଗୋବଧ ମହାପାପ ଓ  ଗୋରକ୍ଷା- ଗୋ ପାଳନ ମହାପୂଣ୍ୟ । ଗୋ-ମହିମା ଗୋ-ପ୍ରସଙ୍ଗ ବେଦଠାରୁ ଆରମ୍ଭକରି , ରାମାୟଣ, ମହାଭାରତ ଆଦି ସକଳ ଆର୍ଷଗ୍ରନ୍ଥ, ପୁରାଣ-ଶାସ୍ତ୍ରରେ ବର୍ଣ୍ଣିତ । ଏପରିକି ଭଗବତ୍ ଗୀତା ସହିତ ବି ଜଡିତ।

 🕉️ଗାଈ ଠାରୁ ଆମକୁ ମିଳୁଥିବା ଶିକ୍ଷା ଓ ସଂସ୍କାର – ଆତ୍ମିୟତାର ସହିତ ସମଗ୍ର ବିଶ୍ୱକୁ ପୋଷଣ କାରିବାର ତ୍ୟାଗ ସଂସ୍କାର ଆମକୁ ଗୋ-ମାତା ଦିଅନ୍ତି । ଗୋ-ମାତା ସଂସ୍କାର ଦିଅନ୍ତି ଦୋହନର । ଦୋହନ ଅର୍ଥାତ ନିଜର ଆବଶ୍ୟକତାର ଅନୁରୂପ ସଂସାଧନର ପ୍ରୟୋଗ ।

 🤔ଯେପରି ଗାଈଠାରୁ ଦୁଧ ଦୁହିଁବା ବେଳେ ବାଛୁରୀ ପାଇଁ କିଛି  ଛାଡିବାକୁ ହୋଇଥାଏ ସେହିପରି ଜୀବନର ସମସ୍ତ  କ୍ରିୟାକଳାପ ରେ ତ୍ୟାଗ ଭାବରେ ଭୋଗକୁ ନିୟନ୍ତ୍ରିତ କରିବାର ପ୍ରୟୋଜନ ରହିଛି । ନିଜପାଇଁ କିଛି ନଚାହିଁ ସରଳତା,ତ୍ୟାଗ, ପ୍ରେମ,ସିଖାନ୍ତି ଗୋମାତା ।

 🙏🏻ଏପରି ଏକ ଉପକାରୀ ପ୍ରାଣୀ ଗୋ-ମାତାକୁ ସୁରକ୍ଷା ଦେବା ଏକ ସାମାଜିକ ଓ ଧାର୍ମିକ କର୍ତ୍ତବ୍ୟ ।🙏🏻

 ଉପସଂହାର:
 ଗୋମାତାକୁ  ପୂଜା କରିବା ତେବେ ତାହା ସମସ୍ତ ଈଶ୍ୱରଙ୍କର ପୂଜା ସହ ସମାନ ହେବ ଓ ଈଶ୍ୱର ଆନନ୍ଦିତ ହେବା ସହ ନିଜକୁ ଆତ୍ମତୃପ୍ତି ହେବାର ଉପଲବ୍ଧି ମିଳିବ।

   🙏🏻 ଜୟ ଗୋମାତା, ଜୟ ଗୋପାଳ🙏🏻jayjagannath.com

🕉️ গৌমতা 🕉️

 মহাভারতে বলা হয়েছে যে সকালে ঘুম থেকে ওঠার পরে গরুর দৃষ্টি অকাল মৃত্যুকে সরিয়ে দেয়।

 Cow গরুর দর্শনতে এই মন্ত্রটি আবৃত্তি করুন- ৪

 দেবী সর্বশক্তিমান।
 মাতার সফল মা কাতার নন্দিনী।

 
 বৈদিক সাহিত্যের মতে আমরা মন্দির বা মাজারে যে সমস্ত দেবদেবীদের উপাসনা করি তাদের দেবতা হিসাবে গোমাতায় বিদ্যমান exist  এটি করার জন্য, একজনকে অবশ্যই পুরো শ্রদ্ধা ও বিশ্বাসের সাথে মা এবং মাতার সেবা করতে হবে।

 କୁହା মহাভারতে বলা হয়

 ইয়াত পুণ্য সর্ব যজ্ঞনেসু দীক্ষায় চ লভেন্নারা।
 তাত পুণ্যম লাভতে সদ্যো গোভ্যো দত্ত্ব ত্রণি চ।

 👉 অর্থ:
 সমস্ত ত্যাগে যে পুণ্য পাওয়া যায়, সমস্ত তীর্থস্থানে নিমগ্নে যে ফল পাওয়া যায়, তা কেবল গরু-মাকে খাওয়ানোর মাধ্যমেই পাওয়া যায়।

 বিষ্ণুধর্ম পৌরাণিক কাহিনী অনুসারে কোনও ক্ষতি যাতে না ঘটে সেজন্য আচার অনুষ্ঠানের জন্য গরুর মায়ের উপাসনা করা হয়।  তাই প্রতিদিন গরুকে জল, ঘাস, খাবার দিন।  আপনার গাভী না থাকলেও একটি বিপথগামী গাভীর সন্ধান করুন এবং এটিকে খাওয়ান, এবং পরিবেশন করার পরে এটিকে আরও স্নেহ দিন।

 প্রতিদিন গরুকে খাওয়ানো নতুন গ্রহে শান্তি বয়ে আনে।  শ্বাশুড়িকে পরিবারের জন্য প্রথম রুটি খাওয়ানো পরিবারের সমস্ত সমস্যা দূর করে, শেষ রুটিটি কুকুরটির জন্য।

 Eating যে ব্যক্তি নিজে খাওয়ার আগে গরু-মাকে খাবার উত্সর্গ করে তাকে অবশ্যই মিঃ, বিজয় এবং .শ্বরিয়ার কাছ থেকে প্রাপ্ত হতে হবে।

 You আপনি যদি আপনার গাভীকে রুটি খেতে দেন তবে আপনার নীচের মন্ত্রটি পাঠ করা উচিত।

 ত্বমাতা সর্বদেবণম্ টুং চ যজ্ঞাস্য করণম্।
 ত্বাং তীর্থ সর্ব্বির্থমণং নমস্তেস্তু সদানাঘে।

 গ্রহের রোগ এড়াতে বিভিন্ন দিনে বিভিন্ন ধরণের গো-ঘাস দেওয়ার বিধান রয়েছে।

  যেমন

 শুভ ফল দেওয়ার জন্য Urরবিগ্রহ রবিবার রুটিতে কিছুটা আঠা রেখে নলিয়ানিশিয়া / কসরা গরুকে খাওয়ান।

 Monday শুভ চাঁদ ফল দেওয়ার জন্য সোমবার রুটিতে কিছুটা ঘি মিশিয়ে সাদা গরুকে খাওয়ান।

 মঙ্গলবার মঙ্গল গ্রহ নলিয়ানিশিয়া-কসারা গরুকে রুটির উপর কিছু আঠা দিয়ে খাওয়াবে যাতে ভাল ফলাফল হয়।  এই বারে কোনও মিষ্টি গরু খাওয়ানো মঙ্গল গ্রহে আনন্দিত হয়।

 ଦେବହହହହହ ଦେବା ଦେବାପାଇଁପାଇଁପାଇଁ ଦେବା ଦେବାପାଇଁ ଦେବାପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁପାଇଁ ବୁ ବୁ ବୁ ବୁ ବୁ ବୁ ବୁ ବୁ ବୁ ବୁ

 বৃহস্পতিবার বৃহস্পতি ভাল ফল দেওয়ার জন্য রুটিতে ঘি ও হলুদ দিয়ে সাদা গরুকে খাওয়াবেন, বা ছানাডালিতে গরুকে মধু দিয়ে খাওয়ান।

 শুক্রবার আর্থ গ্রহ দইয়ের চাল যোগ করবে গরুকে ভাল ফল দেওয়ার জন্য।  ব্রণ থেকে মুক্তি পাওয়ার জন্য এটি একটি ভাল উপায়।

 শনিবার সরিষার তেলে ইশনি, রাহু, কেতু গ্রহকে সরিষার তেলের রুটিতে রাখা হবে এবং শনিবার তারা গরুগুলিকে খাওয়ানোর জন্য হার্ডদালী ভাতগুলিতে নুন পিষে গরুকে খাওয়াবেন।

 ঘরে গাভী রাখলে বাস্তু দোষ দূর হয়।  গরুর তীর্থযাত্রীরা লক্ষ লক্ষ তীর্থযাত্রার ফল অদৃশ্য হওয়ার সাথে সাথেই তা পেয়ে যায়।  গরু এমন একটি প্রাণী যা বিশ্বাস করা হয় Godশ্বর স্বয়ং by

 শাস্ত্র অনুসারে, গরু-মাতার দেহে বসবাসকারী লক্ষ্মীকে সুরভি বলা হয়, এবং সুরভী অর্থ একটি দেবী যিনি একটি সুন্দর চেহারা দিয়েছেন।

 গরু থেকে প্রাপ্ত সমস্ত পদার্থ মানবজীবনের জন্য কার্যকর, তাই এই উপকারী পোষা প্রাণীটি একটি গরু হিসাবে শ্রদ্ধাযোগ্য।

 মাথার খুলির কড়া শ্লেষ্মা ঝিল্লিগুলি গোনাডে রূপান্তরিত হয় এবং কেউ কেউ এটিকে গোপিতও বলে।  এটি গোবর থেকে খুব অল্প পরিমাণে পাওয়া যায়।  এটি মস্তিষ্কের একটি বিশেষ অংশে পাওয়া যায়, যা রঙ হলদে বর্ণের, প্রায় হলুদ-লাল বর্ণের এবং শুষ্ক ও শুকনো গন্ধ পেলে তীব্র হয়।
 
 এর অন্য নামগুলি হলেন গোপিত, শিব, মঙ্গল, মেডিয়া, ভুটানিবারিনী এবং অন্যান্য।

  এটি আয়ুর্বেদ এবং তন্ত্রগুলিতে ব্যাপকভাবে ব্যবহৃত হয়।  গোচিনা তিলককে বশ করে।
 এটি দেবতার অষ্টম সুবাস প্রয়োগ করা হয়।  এটি রেবিসের সাথে একযোগে ব্যবহার করা উচিত।

 Some সম্পর্কিত কিছু শুভ শঙ্কুন -৪

 Country দেশে গরু বাড়ির দরজায় থাকা বা দরজায় নক করা খুব ভাল।

 ভ্রমণের সময় গরুর দর্শন খুব শুভ।  একটি গরুর সাথে একটি বাছুরের ধারণা আরও শুভ।

 The যাত্রা চলাকালীন গাভী মাথা উঠাতে চাইলে অবশ্যই ট্রিপ সফল হতে হবে।

 A গরু যখন উঠোনে ফেলে দেওয়া একটি চিতাবাঘের উপরে উঠে যায় তখন খুব শুভ কাজ হয়।

 ব্রহ্মবৈবরত পুরাণ অনুসারে, সমস্ত তীর্থযাত্রীরা খুর খুরায় থাকেন।

 Person যে ব্যক্তি গোমতার পায়ে মাটি মাখায় এবং তার মাথায় প্রতিদিন রাখেন তার কোনও তীর্থযাত্রার প্রয়োজন হয় না।

 মহাভারতের মতো অনেক কল্পকাহিনী বর্ণনা করে যে গরুর ছোঁয়ার সাথে সাথেই মুক্তির পথটি প্রশস্ত হয়।

 অহঙ্কারী-মায়ের সকালের দৃষ্টি যা তার অকাল মৃত্যুকে গ্রাস করে না।

 Worship উপাসনা থেকে সুখ বৃদ্ধি পায়।  কার্তিক শুক্লষ্টমীকে গোপস্তমী বলা হয়।  ঘ
 এই দিন সকালে, গরুগুলিকে স্নান করা হয় এবং সুগন্ধযুক্ত ফুল দিয়ে সজ্জিত করা হয় এবং গরু-ঘাস দ্বারা উপাসনা করা হয়, গরু-মায়ের চারপাশে ঘুরে বেড়ানো হয় এবং তার সাথে কিছুটা দূরে হাঁটেন।
 গরুটি যখন সন্ধ্যায় ফিরে আসবে, তিনি আবার তার অতিথিকে, অভিনন্দন, শুভেচ্ছা এবং পঞ্চোপাচারগুলিকে বিনোদন দেবেন এবং কুড়ির সাথে জড়িত মাটি রোপণ করবেন, যা সমস্ত ইচ্ছা পূরণ করবে এবং পরিবারকে সুখী করবে।
 কিছু জায়গায় গোপুজো করা হয় দেওয়ালির দ্বিতীয় দিনে, কার্তিক শুক্লা 2।  সেদিন গরু ময়ূরে শোভা পাচ্ছে।

 প্রাচীন traditionতিহ্য অনুসারে, শ্রীকৃষ্ণ কার্তিক শুক্লা মূর্তির উপরে তাঁর ছোট আঙুলে গোবর্ধন পর্বত ধরেছিলেন।  ইন্দ্র অপমানের উপর প্রচণ্ড বৃষ্টিপাত করেছিলেন এবং অষ্টমীর দিন হেরে গিয়ে অহঙ্কারী ইন্দ্র ভগবান কৃষ্ণের শরণাপন্ন হন এবং প্রভু তাকে ক্ষমা করেছিলেন।  সেই থেকে কার্তিক শুক্ল অষ্টমী দিবসটি গোপস্তমী হিসাবে পালিত হয়ে আসছে।  অন্য একটি traditionতিহ্য অনুসারে, শ্রীকৃষ্ণ এই দিনটিতে প্রথমবারের মতো চারণ করতে বনে গিয়েছিলেন, সেই অনুসারে এই দিবসটি স্মরণে ব্রত করা হয়েছিল।  এটি ভারতের বেশিরভাগ রাজ্যে উদযাপিত হয়।  এই দিনে, বহু লোক গবাদি পশুকে দান করে।

 মল থেকে মুক্তি পেতে গরু প্রস্রাব ও গোবর ব্যবহার করা হয়।
 কারণ লক্ষ্মী গোবর এবং গঙ্গায় প্রস্রাবের মধ্যে থাকেন।

 গরু সারা বিশ্ব জুড়ে মহান মূল্য আছে।
  "গাবো বিশ্বাসী" "

 The বাড়িতেই সমস্ত দেবদেবীদের আহ্বান জানানো হয়, প্রদীপ জ্বালানো হয়।
 গরু পোষা প্রাণী are  এটি ছিল প্রাচীন ভারতীয় অর্থনীতির মেরুদণ্ড।  একসময় এই দেশে একে গবাদি পশু বলা হত যা পরিবারের প্রধান সম্পদ ছিল।

 তখন জোর দেওয়া ছিল গবাদি পশু পালন, গবাদিপশু রক্ষা, গবাদিপশু প্রজনন এবং গবাদি পশুর প্রজননের উপর।  চারণভূমিতে চারণের ব্যবস্থা করা হয়েছিল।

 ମହା ମହା ଓପ ଗୋ ଓ ଓ ଓ ଓ କ୍ଷାକ୍ଷାକ୍ଷାକ୍ଷା ---  গো-মহিমা গো-প্রসারণ পুরাণে বেদ, রামায়ণ, মহাভারত প্রভৃতি থেকে শুরু করে সমস্ত শাস্ত্রে বর্ণিত হয়েছে।  এমনকি এটি ভগবদ গীতার সাথে জড়িত।

 গরুদের কাছ থেকে আমরা যে শিক্ষা ও সংস্কার পেয়েছি - আত্মত্যাগের সংস্কার যা আত্মীয়তার সাথে পুরো বিশ্বকে লালন করে আমাদের গরু দেয়।  দোহানের গরু-মা সংস্কার।  দোহান অর্থ কারও প্রয়োজন অনুসারে সরঞ্জাম প্রয়োগ করা।

 গরু থেকে দুধ খাওয়ানোর সময় বাছুরের জন্য যেমন কিছু বাকী থাকতে হয়, তেমনি জীবনের সমস্ত কার্যক্রমে বলি হিসাবে সেবনকে নিয়ন্ত্রণ করার প্রয়োজন রয়েছে।  গোমাতা নিজের জন্য কিছু না চেয়ে সরলতা, ত্যাগ, ভালোবাসা শেখায়।

 Such এ জাতীয় উপকারী প্রাণীকে রক্ষা করা সামাজিক ও ধর্মীয় দায়িত্ব।

 উপসংহার:
 গরুর উপাসনা একইভাবে সমস্ত দেবতাদের উপাসনা করা সমান হবে এবং আপনার সুখী এবং আত্মতৃপ্তি থাকার আনন্দ পাবেন।

   🙏🏻 জয় গোমাতা, জয় গোপাল🙏🏻 জয়জগন্নাথ.কম

Post a Comment

Previous Post Next Post