# ସାଇବାବା ଙ୍କ ଭକ୍ତଙ୍କୁ   ମୋର କିଛି ପ୍ରଶ୍ନ....?????????
#ଆଜ୍ଞା_ଟିକେ_ଶୁଣିବେକି...........!!!!!
ସୋସିଆଲ ମିଡିଆରେ ସାଇବାବା (ଚାନ୍ଦ ମିଆଁ) ର ବିରୋଧ କରି କହିଲେ କି ଲେଖିଲେ, କିଛି ଚାନ୍ଦ ମିଆଁ ଭକ୍ତ ସେସବୁ ସହିନପାରି  ସଙ୍ଗେସଙ୍ଗେ  କାହିଁକି ଏମିତି କହୁଚ, କାହିଁକି ଏମିତି ଲେଖୁଛ, କହି ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ସାଇ ବିରୋଧି ମାନଙ୍କୁ  ଅଙ୍ଗୁଳି ନିର୍ଦ୍ଦେଶ କରି କିଏ ସାଇ କୁ ଭଗବାନ ରାମ, ଭଗବାନ ଦତ୍ତାତ୍ରେୟ ଙ୍କ ଅବତାର  ତ ଆଉ କିଏ ସେ ବେଶ୍ୟା ପୁତ୍ର କୁ ସନ୍ନ୍ୟାସୀ ବୋଲି ଦର୍ଶାଇ ନିଜକୁ ଜ୍ଞାନୀ ଭାବୁଛନ୍ତି,
ସେମାନଙ୍କୁ ମୋର କିଛି ପ୍ରଶ୍ନ....?????????
👉 ସନାତନ ଧର୍ମ କାହାକୁ ଆକ୍ଷେପ କରିବା ଶିଖେଇନି , ହେଲେ ସନାତନ ଧର୍ମ ପ୍ରତି ହେଉଥିବା   ଅପମାନ କୁ ଦେଖି ଚୁପ୍ ରହିବା କିଏ ଶିଖେଇଚି...?
👉 ସାଇ ଯଦି ନିଜକୁ ଭଗବାନ ବୋଲି କହିନଥିଲା, ତେବେ ତୁମେମାନେ କାହିଁକି ତା ନାଁ ର ଆଗରେ ପଛରେ ॐ,ରାମ,ଶ୍ୟାମ ଲଗେଇ ତାକୁ ଭଗବାନ ର ଦରଜା ଦେଇଛ....?
👉ସାଇ ଯଦି ଜଣେ ସନ୍ନ୍ୟାସୀ ତେବେ ସେ ସନ୍ନ୍ୟାସୀ ହେବା ପୂର୍ବରୁ କ'ଣ କରୁଥିଲା....?
👉ଯଦି  ଚାନ୍ଦ ମିଆଁ ଓରଫ୍ ସାଇ ଜଣେ ସନ୍ନ୍ୟାସୀ , ତେବେ ସେଭଳି କେତେଜଣ ସନ୍ନ୍ୟାସୀ ଙ୍କର ପ୍ରତିମୂର୍ତ୍ତି,ଫଟୋ କୁ ତମେ ପୂଜା କରୁଛ....?
👉ସବକା ମାଲିକ ଏକ ଯଦି ସାଇ କହୁଥିଲା , ତେବେ କେତେଜଣ ମୁସଲିମ  ତମ ମାନଙ୍କ ଭଳି ସାଇ କୁ ମଜ୍ଜାର, ମସଜିଦ ରେ ପୂଜା କରୁଛନ୍ତି....?
👉 ଯଦି ସାଇ ଜଣେ ସନ୍ନ୍ୟାସୀ ତେବେ ସେ ତା ଜୀବନ କାଳରେ ମନୁଷ୍ୟ ଜାତି ପାଇଁ  ଗୋଟିଏ ହେଲେ ବି ଗ୍ରନ୍ଥ ଉପନିଷଦ କାହିଁକି ଲେଖିନାହିଁ.....?
👉 ଯେଉଁ ବ୍ୟକ୍ତି ମାଂସ ଭାତ ଖାଉଥିଲା, ଦୈନନ୍ଦିନ କୁରାନ ପଢ଼ୁଥିଲା, ଜବରଦସ୍ତି ଛୋଟ ପିଲା ଙ୍କୁ ଖତନା କରୁଥିଲା , ତାକୁ ତମେ ମାନେ କ୍ଷୀର, ଗଙ୍ଗା ଜଳରେ ଅଭିଷେକ କରେଇ ଖେଚୁଡ଼ି ଭୋଗ ଲଗେଇ ପ୍ରଭୁ ରାମ, ଙ୍କ ସହ ତୁଳନା କରିବା କ'ଣ ମୁର୍ଖାମୀ ନୁହେଁ....?
 

👉କଣ ସାଇ 🙏ଭଗବାନ ଶ୍ରୀ ରାମ ଙ୍କ ଭଳି #ରାକ୍ଷସ ଙ୍କୁ ନିପାତ କରିଥିଲା ?
👉କଣ ସାଇ ଏଇ ସଂସାର କୁ 🙏#ଭଗବାନ ଶ୍ରୀ କ୍ରିଷ୍ଣା ଙ୍କ ଭଳି #ଗୀତା ଜ୍ଞାନ ଦେଇଥିଲା ?
👉କଣ ସାଇ ଭଗବାନ 🙏#ଶିବ ଙ୍କ ଭଳି #ବିଷ ପାନ କରି ବିଶ୍ୱ ର ରକ୍ଷା କରିଥିଲା ?
👉କଣ ସାଇ କିଛି ଗ୍ରନ୍ଥ ଆଉ ମହାକାବ୍ୟ ର ରଚନା କରିଥିଲା?
👉କଣ ସାଇ 🙏#ଶ୍ରବଣ କୁମାର ଙ୍କ ଭଳି ନିଜ ବାପା ମା ର ସେବା କରିଥିଲା ?
👉କଣ  ସାଇ ଶ୍ରୀ 🙏#ଚୈତନ୍ୟ ଙ୍କ ଭଳି ହିନ୍ଦୁ ଙ୍କ ର କୌଣସି 🙏ଭଗବାନ ଙ୍କ ର ଭକ୍ତ ଥିଲା?
👉କଣ ସାଇ ଗୁରୁ ଗୋବିନ୍ଦ ସିଂ ଙ୍କ ଭଳି ମୁସଲମାନ ଙ୍କ ସହିତ ଲଢ଼ି ହିନ୍ଦୁତ୍ୱ ର ରକ୍ଷା କରିଥିଲା?
👉କଣ ସାଇ 🙏#ଛତ୍ରପତି ଶିବାଜୀ ମହାରାଜ ଙ୍କ ଭଳି ମୁସଲମାନ ଙ୍କ ସହିତ ଲଢ଼ି ହିନ୍ଦୁ ଧର୍ମ ର ରକ୍ଷା କରିଥିଲା ?
👉କଣ ସାଇ 🙏#ମହାରଣା ପ୍ରତାପ ଙ୍କ ଭଳି ଲଢେଇ କରି ମାତୃଭୂମିର ରକ୍ଷା କରିଥିଲା?
👉କଣ ସାଇ 
🙏ସହିଦ #ଭଗତ ସିଂ 🙏ଚନ୍ଦ୍ରଶେଖର ଆଜାଦ🙏ସୁକଦେବ 🙏ରାଜଗୁରୁ ଆଦି ଅନ୍ୟ କ୍ରାନ୍ତିକାରୀ ମାନଙ୍କ ଭଳି ଆଜାଦି ର ଲଢେଇ ରେ ନିଜକୁ ସାମିଲ କରିଥିଲା?
👉ଗାୟତ୍ରୀ ମନ୍ତ୍ର ବି ସାଇ ନା ରେ ଆଉ 🙏ରାମ ଙ୍କ ନା ଆଗରୁ ସାଇ ନା ଲାଗିଛି କଣ ପାଇଁ ? ଯଦି ସାଇ ଏକା କଲ୍ୟାଣ କରିବାକୁ ସମର୍ଥ ତ 🙏ରାମ ଙ୍କ ଦରକାର କଣ ଯେ ତମେ ସାଇ ରାମ ଲେଖୁଛ ?
👉ବେଦ ମନ୍ତ୍ର ଭିତରେ ସାଇ କୁ ସ୍ଥାପନ କରିବା ପାଇଁ କଣ ପାଇଁ ଷଡ଼ଯନ୍ତ୍ର କରାଯାଉଛି?
👉ସାଇ ନା ରେ ହିନ୍ଦୁ ଧର୍ମ କୁ ଭ୍ରମିତ ଆଉ ବିକୃତ କାହିଁକି କରାଯାଉଛି?
👉ଗୋଟେ ଜିହାଦି ସାଇ କୁ ଭଗବାନ 🙏ଶିବ ଭଗବାନ 🙏ବିଷ୍ଣୁ ଙ୍କ ଭଳି ହିନ୍ଦୁ ଦେବତା ଙ୍କ ରୂପରେ ଚିତ୍ରିତ କରିବା କଣ ହିନ୍ଦୁ ଧର୍ମ ପାଇଁ ଅପମାନ ନୁହେଁ କି?
👉 ଏଥିପାଇଁ କୋଟି କୋଟି ହିନ୍ଦୁଙ୍କ ଭାବନା କୁ ଆଘାତ ହେଉଛି ୟା ଉପରେ ସାଇ ଭକ୍ତ କିଛି କହିବେ କି ?
👉କଣ ସାଇ ଭଗବାନ 🙏ରାମ ଙ୍କ ଠୁ ବି ବଡ ?
👉କଣ ପାଇଁ  ସାଇ କୁ  ବ୍ରହ୍ମାଣ୍ଡ ର ନାୟକ ବନେଇ ଦିଆ ଯାଉଛି କଣ ସାଇ ବ୍ରହ୍ମାଣ୍ଡ ର ରଚନା କରିଥିଲା କି?
👉ସାଇ କଣ ରାଜା ଧିରାଜ କି?
👉ସାଇ କଣ ପରମ ବ୍ରହ୍ମ ଥିଲା କି?
👉ସାଇ କଣ ସଚ୍ଚିଦାନନ୍ଦ ଥିଲା କି?
👉କଣ ଆପଣ ଲେଖି ପାରିବେ କି ସାଇ ଆଲ୍ଲା ଥିଲା ଯଦି ନୁହେଁ ତ ପୁଣି ତାକୁ ପରମବ୍ରହ୍ମ କହିବା ପାଇଁ ତମକୁ ଅଧିକାର କିଏ ଦେଲା?
👉ହିନ୍ଦୁ ଦେବଦେବୀ ଙ୍କ ମନ୍ଦିର ରେ ସାଇ ର ଫୋଟୋ କାହିଁକି ଲଗା ଯାଉଛି କୁହ ତ ସେ କଣ ହିନ୍ଦୁ ଥିଲା କି ?
👉ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ବହୁତ ଛୋଟ ହେଇ ହେଇ ଯାଉଛି ସାଇ ର ମୂର୍ତ୍ତି କଣ ପାଇଁ ବଡ ହେଉଛି ?
👉ହିନ୍ଦୁ ମନ୍ଦିର ଭିତରେ ସାଇ ର ମୂର୍ତ୍ତି ଜାଣିଶୁଣି ରଖା ଯାଉଛି ଏଇଟା କଣ ଉଚିତ କି? ସେ ତ ଗୋଟେ ପିଣ୍ଡାରୀ ମୁସଲମାନ ଥିଲା
👉ସାଇ ର ଚିତ୍ର ଆଗରୁ  🙏ଶିବ ଙ୍କ ସହିତ ଯୋଡିକି ଦେଖାଯାଉଥିଲା ଏବେ ପ୍ରଭୁ 🙏ରାମ ଆଉ 🙏ହନୁମାନ ଙ୍କ ସହିତ ଯୋଡିକି ଦେଖାଯାଉଛି।କଣ ଏଇଟା ଷଡ଼ଯନ୍ତ୍ର ଆଉ ମାନମାନି ହରକତ ନୁହେଁ କି?
👉ସାଇ ନା ରେ ମନଇଚ୍ଛା ଆରତୀ,ଚାଳିସା ଏବଂ ବହୁତ କିଛି କର୍ମକାଣ୍ଡ ନିର୍ମାଣ କରିଦିଆ ଯାଇଛି କଣ ଏହା ଉଚିତ କି?
👉କଣ ସାଇ ର ତୁଳନା 🙏ରାମ କୃଷ୍ଣ ଙ୍କ ସହିତ କରିବା ସନାତନ ଧର୍ମ ପାଇଁ ଅପମାନ ନୁହେଁ କି?
👉ପ୍ରଥମେ ସାଇ କୁ ଦତ୍ତାତ୍ରେୟ ଙ୍କ ଅବତାର କୁହା ଯାଉଥିଲା ଏବଂ ବିରୋଧ ହେବାପରେ କବିର ତାପରେ ନାମଦେଵ ପୁଣି ପାଣ୍ଡୁରଙ୍ଗ ପୁଣି ଅକଲକୋର୍ଟ ର ମହାରାଜ କଣ ପାଇଁ?
ୟା ପରେ ସାଇ ସବୁ ହିନ୍ଦୁ ଦେବଦେବୀ ଙ୍କ ଅବତାର କାହିଁକି ହେବାକୁ ଲାଗିଲା ?
👉ସାଇ କୁ ଏବେ ରାମ ଅବତାର କାହିଁକି କୁହାଯାଉଛି ?ସେ କଣ ମର୍ଯ୍ୟାଦା ପୁରୁଷୋତ୍ତମ କି?mg
👉ସମସ୍ତ ଙ୍କ ର ମାଲିକ ଗୋଟେ ଏଇ ସୂତ୍ର କଣ ସାଇ ଦେଇଥିଲା କି ଯଦି ହଁ ସାଇ ଦ୍ୱାରା ଲେଖା ଯାଇଥିବା ବହିରେ କୋଉଠି ଲେଖାଯାଇଛି କୁହ 🤣🤣?
👉ଶ୍ରଦ୍ଧା ସବୁରି ସୂତ୍ର ସାଇ ଦେଇଥିଲା ଯଦି ହଁ ତେବେ ପ୍ରମାଣ କର ?
👉କଣ ଚାନ୍ଦ ମିଆଁ ସାଇ ନା ଆଗରୁ ଓଁ ଲେଖିବା ଉଚିତ କି? ଯଦି ହଁ ତାହେଲେ ଦର୍ଶାଇ ଦିଅ କେମିତି ?
👉ସାଇ କଣ ସଂସାର ର ସ୍ୱାମୀ କି ? ହଁ ସତ କଥା କି ତା ଭକ୍ତ ମାନଙ୍କ ସ୍ତ୍ରୀ ଝିଅ ଙ୍କ ସ୍ୱାମୀ 😂
👉ସାଇ କୁ ମହମ୍ମଦ ର ଅବତାର କଣ ପାଇଁ ବନା ଗଲାନି କୁହ ସେ ତ ଗୋଟେ ମୁସଲମାନ ଥିଲା ?
👉ସାଇ କୁ ଆଲ୍ଲା ର ଅବତାର କାହିଁକି କରା ଗଲାନି ? ହିନ୍ଦୁ ,ହିନ୍ଦୁସ୍ତାନ,ଆଉ ହିନ୍ଦୁ ଦେବଦେବୀ ବେଦ ଶାସ୍ତ୍ର କୁ କାହିଁକି ବିକୃତ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୁଝ ।
👉ଚାନ୍ଦ ମିଆଁ କୁ ଯୀଯସ ର ଅବତାର  କରାଗଲାନି କାହିଁକି?
ୟାର କିଛି ସଠିକ ଜବାବ ଅଛି .....
ତାକୁ ଭଗବାନ ବନେଇବା ପାଇଁ ହିନ୍ଦୁ ଦେବଦେବୀଙ ଙ୍କ ସାହାର୍ଯ୍ୟ କାହିଁକି ନିଆ ଯାଉଛି ..?
: ସାଇ କେବେ ଧନୁର୍ବିଦ୍ୟା ଶିଖିଥିଲା ନା କୁସ୍ତି ବିଦ୍ୟା ଶିଖିଥିଲା ?
:ସାଇ ଥିବା ସମୟ ରେ ଅକାଳ ରେ 6 ଲକ୍ଷ ଲୋକ ମରିଥିଲେ ମେରେ ସାଇ କଣ ପାଇଁ ବଞ୍ଚେଇ ପାରିଲାନି ?🤣
:ସାଇ ସମୟ ରେ ଭାରତ ଇଂରେଜ ମାନଙ୍କ ସହିତ ଅଜାଦି ର ଲଢେଇ ଲଢ଼ୁଥିଲା ସାଇ କଣ କରିଥିଲା ଦେଶ ପାଇଁ ?
ଯେବେ ଭଗବାନ ଅବତାର ନିଅନ୍ତି ଶତ୍ରୁର ସମ୍ପୁର୍ଣ ନିପାତ କରନ୍ତି ସାଇ ଯଦି ଭଗବାନ ଥିଲା ତାହେଲେ ତ ଭାରତ କୁ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କୁ ତା ମୂଳରୁ ନିପାତ କରି ଦେଶ କୁ ବଞ୍ଚେଇ ଦେଇଥାନ୍ତା ତାହେଲେ ଏତେ ଲୋକ ମରିଲେ କଣ ପାଇଁ ?
🛑 ଯଦି ଏଇ ସବୁ ପ୍ରଶ୍ନ ର ଉତ୍ତର ନାହିଁ ତାହେଲେ ତୁମେମାନେ କାହା ସହିତ ସମାନ ଆଉ କେତେ ଜ୍ଞାନୀ  ନିଜେ ବିଚାର କର ।
ଶେଷରେ ଏତିକି କହିବି, #ଚାନ୍ଦ_ମିଆଁ ର ଭକ୍ତ ମାନେ;👉 ମୋତେ କିଏ ପାଉଣା ଦେଉନି ତା ବିରୋଧ ରେ ଲେଖିବାକୁ କି ସାଇ ସହ ମୋର କିଛି ନିଜସ୍ଵ ଶତ୍ରୁତା ନାହିଁ; ବରଂ ତା'ର ପୂଜା କରି ଆମ ସନାତନ ଧର୍ମ କୁ କଦାର୍ଥ କରି ଅପମାନ କରାଇବା ପାଇଁ ଏକ  ଷଡ଼ଯନ୍ତ୍ର କରାଯାଇଛି ଯାହାର ଶିକାର ତୁମମାନଙ୍କ ଭଳି କେତୋଟି ଶିକ୍ଷିତ ମୂର୍ଖ।    ଯଦି ତମେ ଏସବୁ  ପ୍ରଶ୍ନର ଉତ୍ତର ଦେଇପାରିବ ତେବେ ମୁଁ ବି ତୁମ ସହ ସାଇ ଚାନ୍ଦ ମିଆଁ କୁ ପୂଜା କରିବି। ଆଉ ଯଦି ତମମାନଙ୍କ ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ, ତେବେ ସାଇ କୁ ବିରୋଧ କଲେ ତୁମମାନଙ୍କୁ କଷ୍ଟ ହେବାର ପ୍ରକୃତ କାରଣ ତୁମେ ମାନେ ସବୁ ଗୋଟିଏ ଗୋଟିଏ ଅନ୍ଧଭକ୍ତ।

      ଧର୍ମ ର ଜୟ ହେଉ ।
     ଅଧର୍ମ ର ନାସ ହେଉ ।।
🙏ଜୟ ଶ୍ରୀ ରାମ🙏
🚩⛳🚩⛳🚩⚔️🗡️⚔️🗡️⚔️🗡️



Post a Comment

Previous Post Next Post