ଶ୍ରାଦ୍ଧ ବେଶ l   শ্রদ্ধা সুন্দরী

ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ ।[୧] ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।[୨]

ବେଶ ସମ୍ପାଦନ କରନ୍ତୁ
ଶ୍ରାଦ୍ଧ ବେଶ
ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।

ନୀତି ସମ୍ପାଦନ କରନ୍ତୁ
ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବାପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରନ୍ତି । ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳ ଗଛରେ ବତୀ ବସାନ୍ତି ୤ ସମୁଦାୟ ଅଠେଇଶଟି ବତୀ ବସାଯାଏ, ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଦଶଗୋଟି, ଶ୍ରୀବଳଭଦ୍ରଙ୍କ ନିମନ୍ତେ ନଅଟି ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ନଅଟି ଦୀପ ବସାଯାଇଥାଏ ୤ ତିନିଗୋଟି ସୁନାଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରନ୍ତି ୤ ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନୋଟି ମହାଦୀପରେ ବନ୍ଦାପନା କରାଯାଏ । ତତ୍ପରେ ପୂଜକ ତିନିଜଣ ମହାଦୀପ ଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ୱାରର ଭିତର ପାଖକୁ ଆସନ୍ତି, ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି ୤ ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଏ । ଚୂନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିରର ଅଁଳାବେଢ଼ା ଉପରେ ଦୀପମାନ ଜାଳନ୍ତି [୩]ଓ ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖେପୁରାଇ ଚକ୍ରେ ଆଢୁଆଳ କରନ୍ତୁ’ କହି ହରିବୋଲ ଡାକ ଦିଅନ୍ତି । ମହାପ୍ରଭୁଙ୍କର ଶ୍ରାଦ୍ଧବେଶ ଦେଖିବାଲାଗି ଶ୍ରୀମନ୍ଦିରରେ ଦର୍ଶନାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ l

ପିତୃଶ୍ରାଦ୍ଧର ଦ୍ୱିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିଥାନ୍ତି ୤

ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରନ୍ତି ୤ ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି l


মার্গশি মাসের চৌদ্দতম দিন, দেবী দিওয়ালি উত্সব মন্দিরে তিন দিন ধরে অনুষ্ঠিত হয়।  এই তিন দিনে শ্রী গন্নাথ বামন আকারে, বামনের আকারে, বামনের আকারে, বামনের আকারে, বামনের আকারে, ত্রিধ্বার আকারে, ত্রিশ্রির আকারে এবং ত্রিশ্রির আকারে সজ্জিত হন।

 বেশ খানিকটা সম্পাদনা করুন
 শ্রদ্ধা সুন্দরী
 শ্রাদ্ধের সময় শ্রী গণনাথ যে পোশাক পরেছিলেন তাকে কাশিধাদি পোশাক বলা হয়।  এটি সাদা রঙের এবং সারিতে বড় অ্যাকুরিয়াম রয়েছে।  ফুলগুলি চিত্তাকর্ষক কাফনের সাহায্যে মন্দিরগুলি সাজান orate  এই উপলক্ষ্যে, ঠাকুররা নালিভূজা, কুণ্ডল, চন্দ্রসূর্য, আদকানি, তদগি, হরিদশালী এবং অন্যদের মতো সোনার অলঙ্কার পরিধান করেন।

 নীতি কার্যকর করুন
 মার্চ মাসে কৃষ্ণপক্ষ চতুর্দশী সন্ধ্যার ধূপ উঠার পরে রত্নসিংহের অধীনে ভান্ডারমেকাপ ভাতের নিচে একটি গাছ তৈরি করেন।  পলিয়া মেকাপ বৈথানরা ঘাটটি পূর্ণ করে এবং ধান গাছের উপরে প্রদীপ জ্বালান। মোট আটশ আটটি প্রদীপ স্থাপন করা হয়েছে, যার মধ্যে দশটি শ্রী গণনাথের জন্য নয়টি, শ্রী বলভদ্রের জন্য নয়টি প্রদীপ, পূজার জন্য নয়টি প্রদীপ এবং পূজার জন্য তিনটি প্রদীপ।  চাকররা সিংহাসনে আরোহণ এবং তিনটি বেড়িতে শিবির স্থাপন করার পরে, তারা তিনটি মহাদেশে শিবির স্থাপন করেছিল।  পুরোহিত তখন জয়াবিজয়া গেটের অভ্যন্তরে এসে তিনটি মহাদেশকে ধরে রাখেন, যেখানে পূজার জায়গায় তিনি যে ধান গাছটি পড়াশুনা করেছিলেন তা একটি পূজা পান্ডা দ্বারা সংস্কার করা হয় এবং জল isেলে দেওয়া হয়;  বুনোদিয়া মঠের সরবরাহকৃত তেল ও ঘি নিয়ে চুনারার চাকর মাজার বেদীর উপরে প্রদীপ জ্বালান।  মাজারে দর্শনার্থীর সংখ্যা বেড়ে যায় প্রভুর মাজার দেখতে

 পুরুষতান্ত্রিক উত্সবের দ্বিতীয় দিন, ভক্তরা প্রভুর পূর্বপুরুষদের কাছে প্রদীপ উত্সর্গ করেন।

 পিতৃতন্ত্রের তৃতীয় দিনে, মদন মোহন, ভূদেবী এবং শ্রীদেবী সহ প্রভুর চলমান প্রতিমা জগন্নাথ বল্লভ মঠ জয় করে;



Post a Comment

Previous Post Next Post