*ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତିକି?*
*ଆପଣଙ୍କ ଜଳଦାନ ସଂମ୍ପୁର୍ଣ୍ଣ ହେଉଛି କି?*

 ଏକ ସମୟ ର କଥା ରହିଛି ଧର୍ମରାଜ ଯୁଦ୍ଧିଷ୍ଟିର ଭଗବାନ କୃଷ୍ଣ ଙ୍କ ପାଖକୁ ଆସିଲେ ଏବଂ ସେହି ସମୟ ରେ କୃଷ୍ଣ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରୁ ଥିଲେ , ତେବେ ସେ ଚକିତ ହୋଇ ଗଲେ ଏବଂ ପଚାରିଲେ କି ଆପଣତଃ ସ୍ୱୟଂ ଭଗବାନ ସୂର୍ଯ୍ୟ ଏବଂ ଚନ୍ଦ୍ର ଆପଣଙ୍କର ହିଁ ନେତ୍ର ତେବେ ଆପଣ ସାଧାରଣ ମନୁଶ୍ୟ ଙ୍କ ପରି ସୂର୍ଯ୍ୟଦେବ ଙ୍କୁ ଜଳ କାହିଁକି ଅର୍ପଣ କରୁଛନ୍ତି ।

 ତେବେ କୃଷ୍ଣ ହସି କହିଲେ ସମସ୍ତ ବସ୍ତୁଠାରୁ ସମସ୍ତ ମନୁଷ୍ୟ ଏବଂ ଦେବତା ଙ୍କ ଠାରୁ ସୂର୍ଯ୍ୟଦେବ ଶ୍ରେଷ୍ଟ ଅଟନ୍ତି , ଏବଂ ମୁଁ ନିଜର ସବୁ ଅବତାର ରେ ସୂର୍ଯ୍ୟଦେବ ଙ୍କୁ ମୁଁ ଜଳ ଅର୍ପଣ କରିଛି , ଶ୍ରୀ ରାମ ଅବତାର ସମୟ ରେ ମତେ ସୂର୍ଯ୍ୟଦେବ ଙ୍କ ଠାରୁ ଯଶ , ତେଜ ଆଦି ପ୍ରାପ୍ତ ହୋଇ ଥିଲା ଏବଂ ତାଙ୍କର କୃପା ପାଇଁ ହିଁ ବର୍ତମାନ ସମୟ ରେ ସମସ୍ତ ପୃଥିବି ରେ ଜିବ ସଜିବ ରହିଛନ୍ତି । ଏବଂ ସୂର୍ଯ୍ୟଦେବ ଙ୍କ ପାଇଁ ଏହି ସୃଷ୍ଟି ହଜାର ବର୍ଷ ରୁ ଜିବିତ ରହିଛିି , ସଂମ୍ପର୍ଣ୍ଣ ସୃଷ୍ଟି ସମାପ୍ତ ହୋଇ ପାରିବ ହେଲେ ସୂର୍ଯ୍ୟଦେବ କେବେ ବି ସମାପ୍ତ ହୋଇ ପାରିବେ ନାହିଁ।

ପୃଥିବୀ ଉପରେ ଯଦି କେହି ସାକ୍ଷ୍ୟାତ ଇଶ୍ୱର ନଜର ଆସନ୍ତି ତେବେ ସେ ହେଲେ ସୂର୍ଯ୍ୟଦେବ ସମସ୍ତ ଦେବତା ଏବଂ ମନୁଷ୍ୟ ଙ୍କୁ ସୂର୍ଯ୍ୟଦେବ ଙ୍କ ଆରଧନା କରିବା ପାଇଁ ପଡେ ଏବଂ ଏହି କଥା ସୁଣି ଯୁଦ୍ଧିଷ୍ଟିିର ବି ସୂର୍ଯ୍ୟଦେବ ଙ୍କ ଭକ୍ତ ହୋଇ ଗଲେ ଏବଂ ପରେ କୃଷ୍ଣ କୁକୁମ ପକେଇବା ବିଷୟ ରେ କହି ଥିଲେ କିି *ଯଦି ଆପଣ ମାନେ ଜଳ ଅର୍ପଣ କରିବା ସମୟ ରେ ଜଳ ରେ କୁକୁମ ପକାନ୍ତି ତେବେ ନିଶ୍ଚତ ଭାବେ ଆପଣ ମାନଙ୍କ ଜଳଦାନ ସଂମ୍ପର୍ଣ୍ଣ ହେବ।*

✿❁❣️ *ॐ ସୂର୍ଯ୍ୟଦେବାୟ ନମଃ* ❣️❁✿

Post a Comment

Previous Post Next Post