ସ୍କନ୍ଦ ପୂରାଣ ରେ ଶ୍ରୀ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସତ୍ଯ କରିଛନ୍ତି। 
  " ସତ୍ଯଂ ସତ୍ଯଂ ପୁନଃ ସତ୍ଯଂ  ସତ୍ଯମେବ ବ୍ରବୀମି ତେଳ
        ପ୍ରାସାଦ ପ୍ରତିମା ଭଗ୍ନେ ନ ତ୍ୟକ୍ଷାମି କଦାଚନେ "  । 
ହେ ରାଜନ୍!  ମୁଁ ତ୍ରିବାର ସତ୍ଯ କରି କଥା ଦେଉଅଛି ଯେ କୌଣସି ଭି ପରିସ୍ଥିତି ରେ ମୁଁ ଶ୍ରୀ ମନ୍ଦିର ପରିତ୍ଯାଗ କରିବି ନାହିଁ। ଯଦିଓ ପ୍ରସାଦ ( ଶ୍ରୀବତ୍ସ ଖଣ୍ଡସାଳ) କି ପ୍ରତିମା ଭଗ୍ନ ଭି ହେଇଯାଉ ମୁଁ କୌଣସି ମତେ ଶ୍ରୀକ୍ଷେତ୍ର  ଓ  ଶ୍ରୀମନ୍ଦିର ପରିତ୍ଯାଗ କରିବି ନାହିଁ। ସେଥିପାଇଁ ରଥଯାତ୍ରା ରେ ମହାପ୍ରଭୁ ଚତୁର୍ଧାମୂର୍ତ୍ତି ଗଲେ ମଧ୍ଯ ମହାପ୍ରଭୁଙ୍କ ଅଂଶ ସ୍ବରୂପ ବାଳ ପୁରୁଷୋତ୍ତମ / ମାଧବ ଶ୍ରୀ ମନ୍ଦିର ରେ ରହି ଯାଆନ୍ତି। ଏବଂ ମାଧବ ରହିଲେ ଶ୍ରୀ ଭୂ ମଧ୍ଯ ରହିଯିବେ। କୈଣସି ପରିସ୍ଥିତି ରେ ମାଧବ ଶ୍ରୀ ମନ୍ଦିର ପରିତ୍ଯାଗ କରନ୍ତି ନାହିଁ। 
In Skandapuran Shree Mahaprabhu has given His words to Raja Indradyumna Maharaj that
  "   सत्यं सत्यं पुनः सत्यं  सत्यमेब  ब्रबीमि ते 
       प्रासाद प्रतिमा भग्ने न त्यक्षामि  कदाचने  "
He won't Left Shree Mandir no matter what the situation ll be!  Even if the idols or the Temple get broken , He won't left Shri Mandir. That's why during Rath yatra the Shri mandir never stay empty! Madav the balapurushottam is the form Shree Mahaprabhu never goes in Rathyatra. He stops in Shri mandir due to The vachan ( words Lord Given to king) . 

Post a Comment

Previous Post Next Post