প্রভুর খাদ্য ও আত্মার ব্যাখ্যা .....

 মহাপ্রসাদ তান্ত্রিক উপায়ে নির্মিত এবং উত্সর্গীকৃত।

 মাজারের রান্নাঘরে মহাপ্রসাদ সাতশত সাতাশটি স্নানের একটি চুল্লীতে রান্না করা হয়।

 প্রতিটি চুলায় ছয়টি শিলালিপি রয়েছে।  তান্ত্রিকভাবে, প্রতিটি চুলা একটি একক-কোণযুক্ত অগ্নি নির্বাপক যন্ত্র।

 রান্নাঘরে, মহাপ্রসাদকে তান্ত্রিক উপায়ে বৈষ্ণবগনি সংস্কার দ্বারা রান্না করা হয়।  একে বলা হয় আগুনের ষড়যন্ত্র।

 প্রতিটি পাত্র ছয়টি হাঁড়িতে ছয়টি হাঁড়ি এবং টেবিলের তিনটি গর্তে তিনটি হাঁড়ি দিয়ে তৈরি করা হয়।মহপ্রসাদ মোট নয়টি হাঁড়ি তৈরি করা হয় ...

 তন্ত্র পদ্ধতি অনুসারে ক্রোধে লাল মাটির হাঁড়ি ব্যবহার করা হয়।

 এই অর্থে, ছয় কোণে অগ্নি ব্যবস্থাটি হ'ল আগুনের সংস্কার, এবং নৈবেদ্যটি নয়টি লাল পাত্রে দেওয়া হয়।

 তন্ত্র রীতিতে, পরম শক্তি মহালক্ষ্মীর দ্বারা বৈষ্ণবগনিতে সিদ্ধ, শ্রীযন্ত্র রুপক থা মুরুজ নিবেদিত, দ্বাবিনসখারী পাটাল নৃসিংহ বীজ মন্ত্রে, অষ্টম বীজের গোপাল বীজ মন্ত্রকে উত্সর্গীকৃত, এবং ভৈরবী চক্রে

 শ্রীমন্দিরের একাদশ সংস্কারে, একাদশ সংস্কারে নির্জীব শ্লোকটি তন্দুলার পরমব্রহ্ম শ্লোকে ....

 প্রথম সংস্কারে ...., আমন্ডিয়া নামটি তান্ডুলার পরিবর্তে ব্যবহৃত হয়।

 দ্বিতীয় সংস্কারে ...., ছয়টি কোণ আগুনে সিদ্ধ হওয়ার পরে তারা খাদ্যে পরিণত হয়।

 তৃতীয় সংস্কারে ....., টুন্ডিবাঁধ সুপাকারদের দ্বারা উপভোগের জন্য ভৈরবী চক্রকে কাছে আসতেই তাকে ছেকে বলা হয় ....

 চতুর্থ সংস্কারে ....., মুরুজের জায়গায় যদি শ্রীনন্ত্র রুপক ইনস্টল করা হয় তবে ভোগ শব্দটি হয়ে যায় ....

 পঞ্চম সংস্কারে ....., তন্ত্র রীতিতে বীজমন্ত্র প্রয়োগের পরে নৈবেদ্য দেওয়া হয় .....

 ষষ্ঠ সংস্কারে ....., কোরবানি শেষ হয়ে যাওয়ার পরে কোরবানি হয়ে যায় ....

 সপ্তম সংস্কারে ....., মহাভৈরবী বিমালাকে আত্মসমর্পণ করার পরে, এটি মহাপ্রসাদ শব্দটি হয়ে ওঠে ....

 অষ্টম সংস্কারে ....., পাঁচ sশ্বরের চোখ যদি মুখ ঘুরিয়ে দেওয়া হয় এবং মোককে দেওয়া হয়, কৈবল্যা নাম বহন করে ....

 নবম সংস্কারে ....., বর্ণ ও বর্ণ নির্বিশেষে সকল ভক্তের সেবা করার সময় এর নাম আবাদ বলা হয় .....

 দশম সংস্কারে ....., উত্সর্গীকৃত আবাদ শুকিয়ে যায় এবং নির্মলের নাম বহন করে .....

 একাদশ সংস্কারে ....., সিজদা ও সেবার সময় এই নির্মল পরমব্রহ্ম জগন্নাথের সমান হয়ে যায় ....

 সুতরাং একাদশ তান্ত্রিক সংস্কারে নির্জীব তান্ডুলা পরমব্রাহাম রূপ ধারণ করে, যা মন্দিরে তান্ত্রিক পদ্ধতির একটি দুর্দান্ত traditionতিহ্য।

 .জাই শ্রী জগন্নাথ



ମହାପ୍ରଭୁ ଙ୍କର ଅନ୍ନ ବ୍ରହ୍ମ ଙ୍କର ବାଖ୍ୟା.....

ମହାପ୍ରସାଦ ତାନ୍ତ୍ରିକ ପଦ୍ଧତି ରେ ନିର୍ମିତ ଓ ସମର୍ପିତ. 

ଶ୍ରୀମନ୍ଦିର ରୋଷଘରେ ବତିଶି ଟି କୋଠରୀ ରେ ସାତଶହ ବାଉନ ଗୋଟି ଚ଼ୁଲିରେ ମହାପ୍ରସାଦ ରନ୍ଧା ହୋଇଥାଏ.

ପ୍ରତ୍ୟେକ ଚ଼ୁଲିରେ ଛ ଗୋଟି ଲେଖା ଜିଙ୍କା ରହିଚି଼. ତାନ୍ତ୍ରିକ ଦୃଷ୍ଟିରେ ପ୍ରତ୍ୟେକ ଟି ଚୁଲି ଗୋଟିଏ ଗୋଟିଏ ଷଡ୍ କୋଣାକୃତି ଅଗ୍ନିଯନ୍ତ୍ର.

ରୋଷଶାଳାରେ ତାନ୍ତ୍ରିକ ପଦ୍ଧତି ରେ ବୈଷ୍ଣବାଗ୍ନି ସଂସ୍କାର ହୋଇ ମହାପ୍ରସାଦ ରନ୍ଧନ କରାଯାଏ. ଏହାକୁ ଅଗ୍ନି ଙ୍କର ଷଡାଙ୍ଗ ସଂସ୍କାର କୁହାଯାଏ..

ପ୍ରତ୍ୟେକ ଚୁଲିରେ ଛ ଗୋଟି ଜିଙ୍କା ରେ ଛ ଗୋଟି ହାଣ୍ଡି ଓ ମଜିରେ ଥିବା ତିନିଗୋଟି ଫାଙ୍କରେ ତିନିଗୋଟି ହାଣ୍ଡି ବସି ମୋଟ ନଅ ଗୋଟି ହାଣ୍ଡି ରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ...

ତନ୍ତ୍ର ପଦ୍ଧତି ଅନୁସାରେ ରୋଷରେ ଲାଲବର୍ଣ ର ମୃଣ୍ମୟପାତ୍ର ବ୍ୟବହୃତ ହୁଏ.. 

ଏହି ପୁରୋଦୃଷ୍ଟିରେ ଷଟ୍ କୋଣାକୃତି ଅଗ୍ନିଯନ୍ତ୍ର ରେ ଅଗ୍ନିଙ୍କର ଷଡ଼ଙ୍ଗ ସଂସ୍କାର ହୋଇ ନଅଗୋଟି ଲାଲ ହାଣ୍ଡି ରେ ପ୍ରସ୍ତୁତ ନୈବେଦ୍ୟ ତନ୍ତ୍ରସିଦ୍ଧ ମହାପ୍ରସାଦ ପଦବାଚ଼୍ୟ....

ତନ୍ତ୍ର ପରମ୍ପରା ରେ ପରମଶକ୍ତି ମହାଲଖ୍ମୀଙ୍କ ଦ୍ୱାରା ବୈଷ୍ଣବାଗ୍ନିରେ ସିଦ୍ଧ, ଶ୍ରୀଯନ୍ତ୍ର ରୁପକ ଠାଆ ମୁରୁଜ ନିବେଦିତ, ଦ୍ୱାବିଂଶାଖ୍ୟରୀ ପାତାଳ ନୃସିଂହ ବୀଜମନ୍ତ୍ର ରେ ପ୍ରେଖିତ, ଅଷ୍ଟାଦଶାଖ୍ୟର ଗୋପାଳ ବୀଜ ମନ୍ତ୍ରରେ ସମର୍ପିତ, ଓ ଭୈରବୀ ଚ଼କ୍ର ରେ ଉଚ୍ଛିଷ୍ଟ ହେବା ପରେ ପ୍ରସାଦ ମହାପ୍ରସାଦ ରେ ରୁପାନ୍ତରିତ ହୋଇଥାଏ....

ମହନିୟତା ହେଉଚି଼, ଶ୍ରୀମନ୍ଦିର ର ନିତ୍ୟନୈମିତ୍ତିକ ତାନ୍ତ୍ରିକ ପଦ୍ଧତି ରେ ଏକାଦଶ ସଂସ୍କାର ରେ ନିର୍ଜୀବ ପଦବାଚ଼୍ୟ ତଣ୍ଡୁଳ ପରଂବ୍ରହ୍ମ ପଦବାଚ୍ୟ ହୋଇଥାଏ....

ପ୍ରଥମ ସଂସ୍କାରରେ...., ତଣ୍ଡୁଳ ପରିବର୍ତ୍ତେ ଅମୁଣିଆ ନାମ ଧାରଣ କରାଯାଏ.

ଦ୍ୱିତୀୟ ସଂସ୍କାରରେ...., ଷଟ୍ କୋଣାକୃତି ଅଗ୍ନିଯନ୍ତ୍ର ରେ ସିଦ୍ଧ ହେବାପରେ ଅନ୍ନ ରେ ପରିଣତ ହୁଏ.

ତୃତୀୟ ସଂସ୍କାରରେ....., ତୁଣ୍ଡିବନ୍ଧା ସୁପକାର ମାନଙ୍କ ଦ୍ୱାରା ଭୋଗ ନିମିତ୍ତ ଭୈରବୀ ଚ଼କ୍ର ଅଭିମୁଖି ହେବା ସମୟ ରେ ଛେକ ନାମରେ ଅଭିହିତ ହୁଏ....

ଚ଼ତୁର୍ଥ ସଂସ୍କାରରେ....., ଶ୍ରୀଯନ୍ତ୍ର ରୁପକ ଠାଆ ମୁରୁଜ ରେ ସଂସ୍ଥାପିତ ହେଲେ ଭୋଗ ପଦବାଚ୍ୟ ହୁଏ....

ପଞ୍ଚମ ସଂସ୍କାରରେ....., ତାନ୍ତ୍ରିକ ବିଧିରେ ବୀଜ ମନ୍ତ୍ରରେ ନିବେଦନ ହେବାପରେ ନୈବେଦ୍ୟ ପଦବାଚ୍ୟ ହୋଇଥାଏ.....

ଷଷ୍ଠ ସଂସ୍କାରରେ....., ବଳୀ ଉଚ୍ଛିଷ୍ଟ ହେବାପରେ ପ୍ରସାଦ ରେ ପରିଣତ ହୁଏ....

ସପ୍ତମ ସଂସ୍କାରରେ....., ମହାଭୈରବୀ ବିମଳାଙ୍କୁ ସମର୍ପଣ ପରେ ତାହା ମହାପ୍ରସାଦ ପଦବାଚ୍ୟ ହୁଏ....

ଅଷ୍ଟମ ସଂସ୍କାରରେ....., ପାଞ୍ଚ ପରମେଶ୍ୱରଙ୍କ ଦୃଷ୍ଟି ପଥାରୁଡ ହୋଇ ମୋଖ୍ୟ ପ୍ରଦାନ କଲେ କୈବଲ୍ୟ ନାମ ଧାରଣ କରେ....

ନବମ ସଂସ୍କାରରେ....., ଜାତି ବର୍ଣ ଧର୍ମ ସଂପ୍ରଦାୟ ନିର୍ବିଶେଷରେ ସକଳ ଭକ୍ତ ସେବା କରିବା ସମୟ ରେ ଏହାର ନାମ ଅଭଡା ବୋଲାଯାଏ.....

ଦଶମ ସଂସ୍କାରରେ....., ବଳି ପଡିଥିବା ଅଭଡା ଶୁଷ୍କ ହୋଇ ନିର୍ମାଲ୍ୟ ନାମ ଧାରଣ କରିଥାଏ.....

ଏକାଦଶ ସଂସ୍କାରରେ....., ପ୍ରଣାମ ଓ ସେବନ କାଳରେ ଏହି ନିର୍ମାଲ୍ୟ ପରଂବ୍ରହ୍ମ ଜଗନ୍ନାଥ ଙ୍କ ସହିତ ସମାନ ହୋଇଯାଏ....

ଏହିରୁପେ ଏକାଦଶ ତାନ୍ତ୍ରିକ ସଂସ୍କାରରେ ନିର୍ଜୀବ ତଣ୍ଡୁଳ ପରଂବ୍ରହ୍ମ ରୁପ ଧାରଣ କରିଥାଏ, ଏହା ଶ୍ରୀମନ୍ଦିର ରେ ତନ୍ତ୍ର ପଦ୍ଧତି ର ମହତ ପରମ୍ପରା

.ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻🙏🏻🙏🏻🙏🏻🙏🏻🙏🏻

Post a Comment

Previous Post Next Post