*🌿25 ଡ଼ିସେମ୍ବର 'ତୁଳସୀ ପୂଜନ ଦିବସ'🌿* * 25 ডিসেম্বর 'তুলসী পূজা দিবস' *
*🌍ଏକ ବିଶ୍ଵବ୍ୟାପୀ ଅଭିଯାନ🌍* 

 👉 ତୁଳସୀର ମହିମା ଗାଇ ଭଗବାନ ଶିବ ନାରଦ କୁ କହୁଛନ୍ତି -
 ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍।
 ତୁଳସୀସମ୍ବବଂ ସର୍ବଂ ପାବନଂ ମୃତ୍ତିକାଦିକମ୍ ।।
 👉ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପବିତ୍ର ଅଟେ ।
                      -ପଦ୍ମ ପୁରାଣ

ମୂଳେ ତୋର ଗଙ୍ଗା
             ଡାଳେ ତୋର ବିଷ୍ଣୁ 
ପତ୍ରେ ଦେବତାଙ୍କ ବାସ
ତୋ ପତ୍ର ପଡ଼ିଲେ   ମଣୋହୀ ହୁଅଇ
          କହଇ ଗୋପାଳ ଦାସ ॥

👉ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେ ଘରେ ଦରିଦ୍ରତା ରହେ ନାହିଁ । ଯେଉଁ ଘରେ ତୁଳସୀ ବିରାଜମାନ ସେଠାରେ ଦୁଃଖ, ଭୟ ଓ ରୋଗ ବାସ କରେ ନାହିଁ ।
          -ପଦ୍ମପୁରାଣ

କଳିଯୁଗରେ ତୁଳସୀ ପୂଜନ , କୀର୍ତ୍ତନ, ଭଜନ, ଧାରଣ କରିବା ଦ୍ୱାରା ସମସ୍ତ ପାପ ଭସ୍ମୀଭୂତ ହୁଏ ତଥା ମୋକ୍ଷ ପ୍ରାପ୍ତି ହୁଏ।

ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହୁଏ ତଥା ରୋଗ ପ୍ରତିରୋଧକ ଶକ୍ତି ବୄଦ୍ଧି ହୁଏ।

ତୁଳସୀ ଗଛ  ଅଧିକ ରୁ ଅଧିକ ଘରେ ଲଗାଇବା ଦରକାର। ତୁଳସୀ ଦିନରେ ଏବଂ ରାତିରେ ମଧ୍ୟ ଅମ୍ଳଜାନ ଉସ୍ବର୍ଜନ କରେ। ତେଣୁ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ତୁଳସୀ ରୋପଣ, ପୂଜନ, ଧାରଣ ତଥା ସମ୍ବର୍ଦ୍ଧନ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ।

ଏପରି ସନାତନ ସ୍ବରୁପା ବିଷ୍ଣୁ ପତ୍ନୀ ତୁଳସୀ ପୂଜନ ନ କରି ପରିବେଶ ପାଇଁ କ୍ଷତିକାରକ, ପ୍ଲାଷ୍ଟିକ କ୍ରିଶମାସ ଗଛ ଲଗାଇବା କଣ ଆମର ବୁଦ୍ଧିମତ୍ତା ର ପରିଚୟ ? ? ? ?

ଶ୍ରୀ ବୃନ୍ଦାବତୀଙ୍କ ସ୍ତୁତି

ମାଗୋ ତୁଳସୀ ଦେବୀ ଅଟୁ
ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ॥
ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସଞ୍ଜ ଦେଇ ।
ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ ॥
ଚାରିପାଶେ ଚାରି ତପୀ ବସିଥାନ୍ତି ମଧ୍ୟେ ବସେ ବସୁନ୍ଧରା ।
ଚାରିପାଶ ଚାରି ଚାମର ଢାଳନ୍ତି ରୁକ୍ମଣୀ ଲିପେ ଚଉଁରା ॥
ସତ୍ୟଯୁଗେ ତୋର ସତ୍ୟବତୀ ନାମ ତ୍ରେତା ଯୁଗରେ ମାଳତୀ
ଦ୍ଵାପର ଯୁଗରେ ନାମ ଯେ ତ୍ରିପୁରା କଳିଯୁଗ ବୃନ୍ଦାବତୀ ॥
ତୁଳସୀର ମାଳ ତୁଳସୀର ଚୁଳ ତୁଳସୀ ଭୂଷଣ ହୋଇ
ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥
ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ
ତୋ ପତ୍ର ପଡ଼ିଲେ ମଣୋହୀ ହୁଅଇ କହଇ ଗୋପାଳ ଦାସ ॥


       *ଶ୍ରୀ ବୃନ୍ଦାବତୀଙ୍କ ସ୍ତୁତି*

ମାଗୋ ତୁଳସୀ ଦେବୀ ଅଟୁ
ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ॥
ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସଞ୍ଜ ଦେଇ ।
ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ ॥
ଚାରିପାଶେ ଚାରି ତପୀ ବସିଥାନ୍ତି ମଧ୍ୟେ ବସେ ବସୁନ୍ଧରା ।
ଚାରିପାଶ ଚାରି ଚାମର ଢାଳନ୍ତି ରୁକ୍ମଣୀ ଲିପେ ଚଉଁରା ॥
ସତ୍ୟଯୁଗେ ତୋର ସତ୍ୟବତୀ ନାମ ତ୍ରେତା ଯୁଗରେ ମାଳତୀ
ଦ୍ଵାପର ଯୁଗରେ ନାମ ଯେ ତ୍ରିପୁରା କଳିଯୁଗ ବୃନ୍ଦାବତୀ ॥
ତୁଳସୀର ମାଳ ତୁଳସୀର ଚୁଳ ତୁଳସୀ ଭୂଷଣ ହୋଇ
ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥
ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ
ତୋ ପତ୍ର ପଡ଼ିଲେ ମଣୋହୀ ହୁଅଇ କହଇ ଗୋପାଳ ଦାସ


* 25 ডিসেম্বর 'তুলসী পূজা দিবস' *

 * Globalএ বিশ্বব্যাপী প্রচার 🌍 *


 Lord তুলসীর গৌরব ভগবান শিব নারদ গেয়েছেন -

 পাতা, ফুল, ফল, শাখা, ত্বক, কাঁধ।

 তুলসীসাম্ভম সর্বম পবনম মৃতিকাডিকম।

 মরসুমের পাতা, ফুল, ফল, ডাল, ছাগল, ছাল এবং মাটি সবই পবিত্র।

 -পদ্মা পুরাণ


 নীচে আপনার গঙ্গা

 ডেল তোমার বিষ্ণু

 পাতায় দেবতার বাসস্থান

 পাতা ঝরে পড়লে সাবধান হয়ে নিন

 বলেছিলেন গোপাল দাস।


 ଘରେ যে বাড়িতে তুলসী গাছ থাকে সে বাড়িতে দারিদ্র্য থাকে না।  যে বাড়িতে তুলসী বাস করে সে দুঃখ, ভয় এবং রোগে বাস করে না।

 -পদ্মপুরান


 কলিযুগে তুলসী, কীর্তন, ভজন, সমস্ত পাপ পরিহনের পূজা পোড়ানো হয় এবং মোক্ষ লাভ হয়।


 প্রতিদিন তুলসী পাতা খাওয়া স্মৃতিশক্তি জোরদার করে এবং রোগ প্রতিরোধ ক্ষমতা বাড়ায়।


 ঘরে তুলসী গাছ বেশি করে লাগানো দরকার।  তুলসী দিনে ও রাতে অক্সিজেন নির্গত করে।  তাই পরিবেশ দূষণের হাত থেকে রক্ষা করার জন্য তুলসি রোপণ, পূজা, চাষ ও চাষ করা প্রতিটি মানুষের কর্তব্য is


 এমন'sতিহ্যবাহী উপায়ে বিষ্ণুর স্ত্রী তুলসীর পূজা না করে পরিবেশের পক্ষে ক্ষতিকর এমন একটি প্লাস্টিকের ক্রিসমাস ট্রি লাগানো কি বুদ্ধিমানের কাজ?  ?  ?  ?


 শ্রী বৃন্দাবতীর প্রশংসা হোক


 মাগো তুলসীর দেবী

 শ্রী কৃষ্ণ প্রাণ বল্লবী।

 আমি সকালে উঠে সন্ধ্যায় আমার মুখের দিকে তাকিয়ে থাকি।

 ভেজা কাপড় পরা এবং পায়ে পা রেখে বৈকুণ্ঠ পেতে।

 বসুন্ধরা চারটি পাহাড়ের মাঝখানে বসে আছে।

 রুক্মিনী লিপ চুরা চারটি চামড়া pেলে দেয়।

 সত্যযুগে আপনার সত্যবতীর নাম ত্রেতা যুগে মালতী

 দ্বাপর যুগে নামটি ছিল ত্রিপুরা কলিযুগ বৃন্দাবতী।

 তুলসীর মালা তুলসীর চুল তুলসী দিয়ে সজ্জিত

 তুলসির গোড়ায় ছন্দ প্রয়োগ নীল চাকাটি দেখায়।

 মূলে রয়েছে গঙ্গায় আপনার বিষ্ণু পাতায় দেবতার বাসস্থান

 চিঠিটি পড়ার সময় গোপাল দাস বললেন, "সদয় হন।"



 * শ্রী বৃন্দাবতীর প্রশংসা *


 মাগো তুলসীর দেবী

 শ্রী কৃষ্ণ প্রাণ বল্লবী।

 আমি সকালে উঠে সন্ধ্যায় আমার মুখের দিকে তাকিয়ে থাকি।

 ভেজা কাপড় পরা এবং পায়ে পা রেখে বৈকুণ্ঠ পেতে।

 বসুন্ধরা চারটি পাহাড়ের মাঝখানে বসে আছে।

 রুক্মিনী লিপ চুরা চারটি চামড়া pেলে দেয়।

 সত্যযুগে আপনার সত্যবতীর নাম ত্রেতা যুগে মালতী

 দ্বাপর যুগে নামটি ছিল ত্রিপুরা কলিযুগ বৃন্দাবতী।

 তুলসীর মালা তুলসীর চুল তুলসী দিয়ে সজ্জিত

 তুলসির গোড়ায় ছন্দ প্রয়োগ নীল চাকাটি দেখায়।

 মূলে রয়েছে গঙ্গায় আপনার বিষ্ণু পাতায় দেবতার বাসস্থান

 পাতা পড়লে গোপাল দাস বললেন, 'সদয় হয়ে যাও।'

Post a Comment

Previous Post Next Post