.    *❀꧁❣️ଦ୍ଵିତୀୟ ମାଆ❣️꧂❀*

*ରଚନା : ବବଲୁ କୁମାର !!*
♾️♾️♾️♾️⭕⭕♾️♾️♾️♾️

    ଜଣେ ଗର୍ଭବତୀ ମହିଳା ତାଙ୍କରି ସ୍ବାମୀକୁ ପ୍ରଶ୍ନ କରିଲେ ତୁମେ କଣ ଆଶା କରୁଛ ।

   ଆମର ପୂଅ ହେବ ନା ଝିଅ ?

ସ୍ବାମୀ - ଆମର ପୂଅ ହୁଅନ୍ତା ତା' ହେଲେ ମୁଁ ତାକୁ ଗଣିତ ପଢାଇବାକୁ ପଡନ୍ତା । ତା ସହ ଖେଳିବାକୁ ପଡନ୍ତା, କଣ ଖାଇବା କଣ ନ ଖାଇବା, କେମିତି ପନ୍ଧିବା, କଣ କହିବା, କଣ ନ କହିବା, ଏସବୁ ମୋତେ ତାକୁ ସିଖାଇବାକୁ ପଡନ୍ତା ।

ସ୍ତ୍ରୀ - ଝିଅ ହୁଏ ତାହେଲେ !

ସ୍ବାମୀ - ଆମର ଯଦି ବା ଝିଅ ହୁଏ ତା'ହେଲେ ମୋତେ ତାକୁ କିଛି ସିଖାଇବାକୁ ପଡନ୍ତା ନାହିଁ । କାରଣ ସେ ସେଇ ମାନଙ୍କ ଭିତରୁ ଜଣେ ଯେ ମୋତେ ପୂଣିଥରେ ସିଖାଇବ । କେମିତି ଖାଇବା,
କେମିତି ପିନ୍ଧିବା, କଣ କହିବା, କଣ ନ କହିବା ।

ସେ ମୋର ଜଣେ ଦ୍ବିତିୟ ମାଆ ଭଳି, ସେ ମୋତେ ନିଜର ହିରୋ ଭାବିବ, ମୁଁ ତା ପାଇଁ କିଛି କରେ କିମ୍ବା ନ କରେ ।

ଏହା ଜରୂରୀ ନୁହଁ କି ତାହାର ବୟସ ସୀମା କେତେ ? ସେ ସବୁବେଳେ ଚାହିଁବ ମୁଁ ତାକୁ ମୋର Baby Doll ଭଳି ଭଲ ପାଇବି ।

ସେ ମୋ ପାଇଁ ସଭିଙ୍କ ସହ ଲଢିଜିବ, ଯେତେବେଳେ ମୋତେ କେହି କଷ୍ଟ ଦିଏ ତା'ହେଲେ ସେ ତାକୁ କେବେ ବି କ୍ଷମା କରିବ ନାହିଁ ।

ସ୍ତ୍ରୀ - ତା'ହେଲେ ତୁମର କହିବାର ମାନେ ଜଣେ ଝିଅ ଯାହା କରି ପାରିବ, ଜଣେ ପୂଅ ତାହା କରିପାରିବ ନାହିଁ ।

ସ୍ବାମୀ - ନାଁ ମୋର କହିବାର ମାନେ ଏଇୟା ନୁହଁ, କଣ ଭରଷା ମୋର ପୂଅ ବି ଏମିତି କରିପାରେ କିନ୍ତୁ ତାକୁ ଏ ସବୁ ସିଖାଇବାକୁ ପଡିବ, କିନ୍ତୁ ଝିଅ ଏ ସବୁ ଗୁଣ ସହ ଜନ୍ମ ନେଇଥାଏ । ଜଣେ ଝିଅର ବାପା ହବା ସଭିଙ୍କ ପାଇଁ ଗର୍ବର କଥା ।

ସ୍ତ୍ରୀ - କିନ୍ତୁ ସେ ସବୁବେଳେ ଆମ ସାଙ୍ଗରେ ରହିବନି ।

ସ୍ବାମୀ - ହଁ କିନ୍ତୁ ଆମେ ସବୁବେଳେ ତା ହୃଦୟରେ ରହିବା । ସେ ବହୁ ଦୁରରେ ଥାଉ କିମ୍ବା ପାଖରେ । ଝିଅ ମାନେ ହେଉଛନ୍ତି ପରୀ, ଯେଉଁମାନେ ବିନା ସର୍ତ ରେ ଭଲ ପାଆନ୍ତି, ପରିବାରର ଜତ୍ନ ଭଲଭାବେ ନିଅନ୍ତି ।

ଝିଅ ସଭିଙ୍କ ଭାଗ୍ୟରେ ନଥାଏ, ଯେଉଁ ଘରେ ଝିଅ ଜନ୍ମ ନିଏ, ସେଇ ଘରେ ଭଗବାନ ଙ୍କ ଆଶୀର୍ବାଦ ଥାଏ ।


✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post