ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି :
୧. ପଞ୍ଚମୁଖୀ ମହାବୀର
୨. ହରିହର
୩. ମଧୁସୂଦନ
୪. ଗିରିଗୋବର୍ଦ୍ଧନ ଧାରୀ
୫. ପଣ୍ଡୁ ନୃସିଂହ
୬. ଚିନ୍ତାମଣି କୃଷ୍ଣ
୭. ନାରାୟଣ
୮. ରାବଣ ଛତ୍ରଭଙ୍ଗ
୯. ରାମ ଏବଂ ହନୁମାନ
ଫଟୋ ଗୁଡ଼ିକ ମଧ୍ୟ ନିମ୍ନ ରେ କ୍ରମାନ୍ଵୟ ରେ ଅଛି-
 There are 9 Parshwa Devatas in Sri Jagannatha's Nandighosh Ratha . They are-
1. Panchamukhi Mahabir
2. Harihara
3. Madhusudana
4. Giri Goverdhan dhari
5. Pandu Narasingha
6. Chitamani Krishna
7. Narayana
8. Chatra Bhanga Rabana
9. Rama & Hanuman
Photos are given below serially-

Post a Comment

Previous Post Next Post