ମାସୁଭଦ୍ରାଙ୍କ ଦେବଦଳନ / ଦର୍ପଦଳନ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ
ସେମାନେ ହେଉଛନ୍ତି :
୧ .ବିମଳା
୨.ବନଦୁର୍ଗା
୩.ବରାହୀ
୪.ଚାମୁଣ୍ଡା
୫.ଭୁବନେଶ୍ଵରୀ
୬.ହରଚଣ୍ଡୀ
୭.ଜୟଦୁର୍ଗା
୮.ସର୍ବମଙ୍ଗଳା
୯.ଉଗ୍ରତାରା
ଫଟୋ ଗୁଡ଼ିକ ମଧ୍ୟ ନିମ୍ନ ରେ କ୍ରମାନ୍ଵୟ ରେ ଅଛି-
There are 9 Deteies in Maa Subhadra's Darpadalan Ratha . They are
1. Bimala
2.Banadurga
3.Varahi
4.Chamunda
5.Bhubaneswari
6.Harachandi
7.Jayadurga
8. Sarbamangala
9.Ugratra
Photos are given below serially-

Post a Comment

Previous Post Next Post