ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି : 
୧. ବାଇଶି ଭୁଜ ନୃସିଂହ 
୨. ପ୍ରଲମ୍ବାରୀ
୩. ଗଜାନ୍ତକ

୪. ଲକ୍ଷ୍ମଣ ଏବଂ ଅଙ୍ଗଦ
୫. କାର୍ତ୍ତିକେୟ
୬. ଶଙ୍କର୍ଷଣ/ବାସୁଦେବ



୭. ନାଟାମ୍ବର
୮. ନୃତ୍ୟରତ ଗଣପତି
୯. ବଳରାମ 
ଫଟୋ ଗୁଡ଼ିକ ମଧ୍ୟ ନିମ୍ନ ରେ କ୍ରମାନ୍ଵୟରେ ଅଛି- 
The nine Parshwa Devatas on Shri Balabhadra's Ratha Taladhwaja are-
1.Baisi Bhuja(22-hands) Nursingha
2.Pralambaari
3.Gajaantaaka
4.Lakshmana and Angada
5.Kartikeya
6.Shankarshana/Basudeba
7.Naatambara Mahadeba
8.Dancing Ganesha
9.Balarama
Photos are given below serially-

Post a Comment

Previous Post Next Post