#ଗଜପତି_ମହାରାଜଙ୍କ_ସୁନିଆ 

ଶ୍ରୀ ବାମନ ଜନ୍ମ ,ସୁନିଆଁ ,ଉତ୍କଳୀୟ ୧୪୨୯ ସାଲ ଆରମ୍ଭ ତଥା ଶ୍ରୀ ଶ୍ରୀ ଶ୍ରୀ ଵୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣୋଟତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ୬୪ ଅଙ୍କ ଆରମ୍ଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।

#ଆମ_ପରମ୍ପରା 

ଆଜି ଉତ୍କଳୀୟ ରାଜକୀୟ ନୂଆବର୍ଷ ରୂପେ ପାଳନ କରାଯାଇଥାଏ। 
ସୁନିଆଁ, ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ର ଜନ୍ମଦିନ ହେଇଥିବା ହେତୁ ସେହିଦିନଠାରୁ ନୂତନ କର ଆଦାୟ ର ଶୁଭାରମ୍ଭ ହେଉଥିଲା ଏବଂ ଗାଦିସୀନ ଗଜପତି ମହାରାଜା ଙ୍କ ର ନୂତନ ଅଙ୍କ ର ଗଣନା ହୁଏ। 

ପୁରୀ ଶ୍ରୀ ନହରରେ ଏହି ଦିନ ଯଥା ରୀତିନୀତି ଅନୁସାରେ ଗଜପତି ମହାରାଜାଙ୍କର ରାଜତ୍ଵ ର ବର୍ଷ ଲେଖା ହୋଇ ସୁବର୍ଣ୍ଣ ମୋହର ପ୍ରଚଳନ ହୁଏ।

ଆଜି ଠାରୁ ଉତ୍କଳ ରେ ଜନ୍ମ ହେଉଥିବା ଶିଶୁ ମାନଙ୍କ ର ଜାତକରେ ଗଜପତି ମହାରାଜା ଙ୍କ ନାଁ ସହ ତାଙ୍କ ଶାସନ ବର୍ଷର ନୂଆଅଙ୍କ ଲେଖାହେବ।

Post a Comment

Previous Post Next Post